StoryMirror - Read, Write, Share & Repeat- ଝରା ଫୁଲbaishnaba meher · 1 min read · 951 readsସଜଫୁଟା କୁସୁମ ଦିନେ ହେଇଥାନ୍ତା କାହା ଗଳାହାର,
ଅକାଳରେ ଦିନେ ଝଡିଯାଏ ସହି କେତେ ଦୁଃଖOthers
- ମଥା ନୁଆଇନି କଦାବି. ନିରୁପମା · 1 min read · 195 readsଧର୍ମ,ରୀତି,ନୀତି,ସଭ୍ୟତା,ସଂସ୍କୃତି
ଉତ୍କର୍ଷ ତାହାର ସଦା ,
ଡରିଯାଇ କେବେ ବଇରୀ ଆଗେ ସେ
ମଥା ନୁଆଇନି କଦା ।Inspirational
- ତୁଳସୀ --------Biswanath Nayak · 1 min read · 291 readsତୁଳସୀ ପରଶେ
ମିଳେ ସୁଖ ଶାନ୍ତି
ସୁଜନ ସଙ୍ଗ ପରାୟେ,
ଦୁର୍ଜନର ସଙ୍ଗ
ବିଛୁଆତି ପରି
ସଦା କଷ୍ଟ ଦେଉଥାଏOthers
- ଜନମ ଭୂଇଁ ଏ' ମାଟି ମାଆKRUTIBAS NAYAK · 1 min read · 444 readsଭାରତ ଜନନୀ ଗୌରବ କାହାଣୀ କାନେ କାନେ କହିଯାଏ ।Others
- ଦେଶ ବନ୍ଦନା: ଏଇ ଭାରତ ଜନନୀ ମୋର -ଡକ୍ଟର କୃତ୍ତିବାସ ନାୟକKRUTIBAS NAYAK · 1 min read · 409 readsସବୁ ଭାଷା ମିଶି ମାଳାଟିଏ ଗଢ଼ା ଜନନୀର ଗଳାହାର |
ଏଇ ଭାରତ ଜନନୀ ମୋର, ଏଇ ଭାରତ ଜନନୀ ମୋର |Inspirational
- ଶେଫାଳୀର ମନ କଥାAnita Dash · 1 min read · 201 readsତଥାପିବି ସୁଖୀ, ବୁଝିଛି ଯେଣୁ ମୁଁ
ମହାମନ୍ତ୍ର ଜୀବନର,
ଏ ଧରାଧାମେ ଯେ ଜନମ ଲଭିଛି
ଜୀବନ ତାର ନଶ୍ୱର । [୪]
ଦିନ-ରାତି ଆଉ ଜନମ-ମରଣ
ବିଶ୍ୱନିୟନ୍ତାଙ୍କ ଖେଳ
ଆଗପଛ ହୋଇ ବାହୁଡିବେ ସବୁ
ପୂରିଗଲେ ତାଙ୍କ କାଳ। [୫]Tragedy
Loading…