English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଗହଣାଶାଢ଼ୀ
61 poems
ତୁମେ କିଛି ବାକି ରଖିନ
Ajaya Mahala · 2 min read · 128 reads
ହିସାବ ଅଡ଼ୁଆ ଛିଣ୍ଡିଗଲେ ସେ ବ୍ୟବସାୟରେ ଆଉ କଅଣ ମଜା ରହିଯାଏ ଯେ ! ମୁଣ୍ଡ ନୁଆଇଁ ଆଣି ଅଛିଣ୍ଡା ବାକି ଉପରେ ଆହୁରି ବାକି ଚଢେଇ ଦିଏ "ଅନଧିକୃତ ! ଭୁଲ ଭୁଲ !" କହି ଗର୍ଜି ଉଠ ମୁଁ ତତ୍ କ୍ଷଣାତ କହି ବସେ "ଯଦି ଭୁଲ, ତା ହେଲେ ଫେରେଇ ଦିଅ ସେ ଚୁମ୍ବନ କେଇଟି ଯାହା ଏବେ ଦେଲି" ଗମ୍ଭୀର ହୁଅ ତୁମେ ମୁହଁର ଦ୍ରାଘିମା ନିଶ୍ଚଳ ରଖି କହି ଦିଅ "ବହୁତ ଚାଲାକ ତୁମେ"
Abstract
ଚିଲିକା
sasmita sahu · 1 min read · 6.7K reads
ଗୁନ୍ଥା ଯେତେ ପ୍ରେମ ପିଆଲାର ଭାଷାତୋ ହୀରା ଖଚିତ ଶାଢ଼ୀ ଉପରେ....
Inspirational
ସ୍ତ୍ରୀ ଲୋକ
Susama Mishra · 1 min read · 229 reads
ନିଜକୁ ଛାଡ଼ିଦେଇ ଆସିଲା ପରେ ତିନୋଟି ଛକରେ ଯିଏ ବଳି ଗଲା ସେ ଏକ ସ୍ତ୍ରୀ ଲୋକ ହୋଇଗଲା
Others
ସମ୍ବଲପୁରୀ ନନୀ
Firoj Patel · 1 min read · 311 reads
ଯୁଗ ଆଏବା ଯୁଗ ଯିବା ହେଲେ ଖାସ ତୋର ଲାଗି ଫି-ରୋଜ ମଚାନ୍ ଗରଜୁଥିବା ।
Others
ଅଭିସାରିକା
Alhadini Panigrahi dash · 1 min read · 358 reads
ପ୍ରେମ ମୟ ଛନ୍ଦ ତୋଳି ବଜାଅ ଗୋ ପାଉଁଜି କଣ୍ଠ ସୂରେ ଭରିଛ କି ଶିହରଣ ଆହୁରି
Romance
ସୂର୍ଯ୍ୟ ଓ ଜୀବନ
Alok Ranjan DASH · 1 min read · 222 reads
ସୁରୂଜଟା ଯେବେ ଉପନୀତ ହୁଏ ଜୀବନର ସାୟଂ କାଳେ, ପ୍ରାୟଶ୍ଚିତ କରେ ନିଜ କୁକର୍ମ ର
Others
Loading…
Next page →