Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଗୀତଟିଏ
3 poems
ମୁଁ ଏମିତି
Writer Roja Panda · 1 min read · 108 reads
ମୁଁ ସାଥିଟିଏ ଏମିତିକା ଛଳନା ମୋପାଖେ ନାହିଁ, ମୁଁ ଗୀତଟିଏ ଏମିତିକା ସବୁ ସୁରେ ହେବ ଗାଇ, ମୁଁ କଥାରେ ହସେଇ ଦିଏ, ସବୁ ଦୁଃଖକୁ ଭୁଲେଇ ଦିଏ, ମୁଁ ଏମିତିକା ମୌସୁମୀ ମିଠା ପ୍ରେମରେ ଦିଏ ଭିଜେଇ ।
Others
ତୁମ ପାଇଁ ଗୀତ
Benudhar Behera · 1 min read · 69 reads
ତୁମେ ଯଦି କେବେ ଫୁଲଟିଏ ହୁଅ ମୁଁ ତୁମ ଫଗୁଣ ହେବି ତୁମେ ଯଦି କେବେ ବର୍ଷା ହୋଇଯାଅ ଶ୍ରାବଣ ପାଲଟି ଯିବି ।
Romance
ଡାକିଲି ତୁମକୁ ସଖୀ
Bijay Prusty · 1 min read · 160 reads
ସରଗୁ ଓହ୍ଲାଇ ଆସିଲି ସଧିରେ ଭୂଇଁରେ ରଖିଲି ପାଦ ଆଲିଙ୍ଗନେ ମୋର ବାନ୍ଧିଲି ତୁମକୁ ହଜିଗଲା ଅବସାଦ I
Romance