by Writer Roja Panda ✓ · 22 Jul 2019
ମୁଁ ସାଥିଟିଏ ଏମିତିକା ଛଳନା ମୋପାଖେ ନାହିଁ, ମୁଁ ଗୀତଟିଏ ଏମିତିକା ସବୁ ସୁରେ ହେବ ଗାଇ, ମୁଁ କଥାରେ ହସେଇ ଦିଏ, ସବୁ ଦୁଃଖକୁ ଭୁଲେଇ ଦିଏ, ମୁଁ ଏମିତିକା ମୌସୁମୀ ମିଠା ପ୍ରେମରେ ଦିଏ ଭିଜେଇ ।
Loading comments…
Loading comments…