Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଗେରସ୍ତ
5 poems
ଗ୍ରାମ୍ୟ ପ୍ରଭାତ
Prasanna Kumar Madala · 1 min read · 145 reads
ନୂଆବୋହୂ କିଏ ସରସୀର କୂଳେ ଭିଜା ଭିଜା ତନୁ ସରମ ଆକୁଳେ ବୁକୁକୁ ନିଜର ଘୋଡେ଼ଇ ଦୁକୂଳେ ମଥାରେ ଓଢଣୀ ଢାଙ୍କିଲା , କୁମ୍ଭେ ନୀର ଆଣି ନିଜ ମଥାପରେ ସଜାଇ ରଖନ୍ତେ ମୁଚୁଳା ଖାପରେ ପାଦକୁ ବଢାଇ ମନରେ ତାପରେ ସପନର ଛବି ଆଙ୍କିଲା । ପ୍ରବାସେ ଯାଇଛି ଗେରସ୍ତ ଯାହାର ଫେରିବା ବାଟକୁ ଚାହିଁ ତା' ନାହାର ନକହି କାହାକୁ ବେଦନା ତାହାର ଫିଟିଲା କୁନ୍ତଳ ବାନ୍ଧିଲା , ଏକାକିନୀ ରହି ପ୍ରତିଟି ନିଶାରେ ବିଷାଦ ଭରଇ ନିତି ଅଭିସାରେ ବୁଦ୍ଧି ନ ଦିଶଇ କେବଣ ଦିଶାରେ ସମ୍ଭାଳି ନପାରି କାନ୍ଦିଲା ।
Others
ହେ ସ୍ବାମୀ ମୋର
Gangotri Priyadarshini · 1 min read · 180 reads
ହେ ସ୍ବାମୀ ମୋର
Abstract
ଝିଅ
Chittaranjan Lenka · 1 min read · 6.4K reads
ସବୁ ବାପା ମାଆ ଝିଅର ସୁଖ ସଂସାର କାମନା କରନ୍ତି, କିନ୍ତୁ କେତେ ଜଣଙ୍କର କାମନା ବାସ୍ତବ ରୂପ ନେଇ ଥାଏ
Others
ବ୍ଯଙ୍ଗ ପସରା
SUKANTA KHANDA · 1 min read · 281 reads
ଆଈଙ୍କ ସାମ୍ନାରେ ଅଜା ଠିଆ ହେଲେ ମୋଡି଼କି ନିଶ ତାହାର ଆଈ ଡରିଗଲେ ଯୁବକକୁ ଦେଖି ଠେଲିଲେ ରାଗି ସତ୍ତ୍ବର।
Others
ଏମାନଙ୍କୁ ନିଶ୍ଚେ ଦଇବ ଦଣ୍ଡେ
Jagannath Barik · 1 min read · 275 reads
ହିଂସା ଆଚରେ ଯେ ଅପର ପିଣ୍ଡେ ବାଡ଼ ବତା ନାହିଁ ଯାହାର ତୁଣ୍ଡେ
Inspirational