English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଗୋପଦାଣ୍ଡ
8 poems
ପ୍ରିୟତମାକୁ
ଓଡ଼ିଆ ଗଳ୍ପ ଓ କବିତା - ୨ · 1 min read · 6.7K reads
ମୁଁ କ’ଣ ବର୍ଣ୍ଣିବି , ସ୍ଵର୍ଗ ତ ସ୍ଵର୍ଗ , ନର୍କରେ ବି ତୋ’ର ଆଖି ପହରା ଦେଉଛି ।
Classics
ଚଉପଦୀ - ତୋ ଲାଗି ଗୋପଦାଣ୍ଡ ମନା
ପ୍ରାଚୀନ ଓଡ଼ିଆ କାବ୍ୟ କବିତା · 1 min read · 6.7K reads
ତୁହି ବଡ଼ଘର ପୁଅରେ କାଳିଆ ମୁହିଁ ବଡ଼ଘର ବୋହୂ ଶରମ ତୋ ମୁଖେ ନାହିଁ ରେ କାଳିଆ ମରମ କଥା ତୁ କହୁ ।
Classics
ଥାଏ ତୋର ବାଟ ଚାହିଁ
ବି. ନିରୁପମା · 1 min read · 4.1K reads
କେଉଁଦିନୁ ହେଲା ତୋ ସାଥିରେ ଭାବ ଭଲଭାବେ ମନେ ନାହିଁ । ତୁଉ ଜାଣିଥିଲେ ମନେ ପକେଇଦେ ମଉନ ରହନା ଚାହିଁ ।
Others
କାଳିଆ ଗୋ ତୁମ ପ୍ରେମରେ ପଡିଛି
ZYOTSNA PATRAW · 1 min read · 155 reads
ଏତେ ସବୁ ଯଦି ଦରକାର ତୁମ କୁହ କାନ ପାରେ ଆସି ମଉନେ କିମ୍ପାଇ ବସିଛ ଦେଉଳେ ଆଖିଠାରେ ଖାଲି ହସି
Others
ବିରହୀ ରାଧା
Maitreyee Kamila · 1 min read · 13 reads
ଯମୁନା ଉଛୁଳିବା ଦେଖି କଦମ୍ବ ଫୁଟିଛି ଗୋପଦାଣ୍ଡ ଧୂଳିରେ ସାଜୁଛି ଗାଈଗୋଠ ମୋହନ ବଇଁଶୀକୁ ଅପେକ୍ଷା ସତେ କଣ ତୁମେ ଫେରି ଆସି କହିଯିବ ରାଧା କାନେ କାନେ
Others
ଗୋପଦାଣ୍ଡ ତୋତେ ମନା
Jagannath Barik · 1 min read · 378 reads
କାନ୍ଦି କାନ୍ଦି ନନ୍ଦ ହୋଇଲେଣି ଅନ୍ଧ ଯଶୋବନ୍ତୀ ବାଇଆଣି କରଜରେ ସ୍ଥିତ ସର ନବନୀତ ଶୁଖି ବାସି ହୋଇଲାଣି ଗାଭୀକୁଳ ବିକଳ ତୃଣ କରୁନାହାନ୍ତି କବଳ ରୁଷ୍ଟ ସୁଦାମ ମଧୁମଙ୍ଗଳ
Others
Loading…
Next page →