by Jagannath Barik ✓ · 5 Oct 2021
କାନ୍ଦି କାନ୍ଦି ନନ୍ଦ ହୋଇଲେଣି ଅନ୍ଧ ଯଶୋବନ୍ତୀ ବାଇଆଣି କରଜରେ ସ୍ଥିତ ସର ନବନୀତ ଶୁଖି ବାସି ହୋଇଲାଣି ଗାଭୀକୁଳ ବିକଳ ତୃଣ କରୁନାହାନ୍ତି କବଳ ରୁଷ୍ଟ ସୁଦାମ ମଧୁମଙ୍ଗଳ
Loading comments…
Loading comments…