English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଘାତ
9 poems
ଜୀବନ ଏକ କୁରୁକ୍ଷେତ୍ର
Bharati Prava · 1 min read · 229 reads
ଜିତିବାରେ ଲୟ କରି ମନେ ଥୟ ଲଢିବା ସାହସ ବାନ୍ଧି ହାରିବାରେ କାହିଁ ମନ ବଳାଇବା ବିଷୟା ମାୟାରେ ଛନ୍ଦି ।
Inspirational
ଜୀବନ ଗୀତା-୩୪୬
Geeta Sarangi · 1 min read · 112 reads
ଆପଣା ବାଟରେ ଘାତ ପ୍ରତିଘାତେ ବଢଇ ଯେ ଯେତେ ସେତେ ଶୁଦ୍ଧ ସୁନ୍ଦର ତା ଜୀବନ ସାରାଂଶ ॥୨॥
Inspirational
ଚକ୍ରବ୍ଯୁହରେ ପ୍ରେମିକା - ୩
ପ୍ରଶାନ୍ତ କୁମାର ବେହେରା · 1 min read · 7K reads
ଏବେ ତ ମୋ କ୍ଷତ ସେମିତି ସତେଜ ରହିଛନ୍ତି l ଅଉ କିଛି କହିବାର ନାହିଁ, ଏ କଷ୍ଟ ବି ଲିଭିବାର ନାହିଁ l ତମ ଭଲପାଇବାଠାରୁ ତମ ଘୃଣା ଓ ବିରକ୍ତି
Tragedy
ମାଆ ଶବ୍ଦ ଚମତ୍କାର
Hasyamayee Raj · 1 min read · 3.2K reads
ନିଷ୍କାମ ସେବା ତା ଅନନ୍ଯ ମହାନ ହୃଦୟୁ ଦେଇ ଅମୃତ ଜୀବନଟା ତାର ଆରପି ଦିଏ ସେ ପରିବାର କରି ପ୍ରୀତ ।। ମାତୃ ପୂଜା ପାଏ ଯୁଗେ ଯୁଗେ ପରା ନ ଭାବିଲେ ନିଜ ପର ନମସ୍ଯ ହୋଇଲେ ଗାନ୍ଧାରୀ ମାତା ପୂଣ୍ୟ ନିଦର୍ଶନ ତାର ।।
Abstract
ସଂଘର୍ଷରୁ ସଫଳତା
Sudhir Kumar Panda · 1 min read · 175 reads
ଘାତ ପ୍ରତିଘାତ ନିଆଁରେ ଆଉଟି ଚମକେ ସୁନାର ପରି ଦୁଃଖ କଷ୍ଟ ସହି ପାଏ ସଫଳତା କିଏ ହେବ ତା'ର ସରି ।
Inspirational
ନିର୍ଭୀକ ପଥିକ
Papu parida · 1 min read · 257 reads
ତଥାପି ମୁ ଆଗକୁ ବଢିବି ନା ଝୁଣ୍ଟିବି ନା ଥକିବି ନା ରହିବି ବାସ ଗୋଟିଏ ନିର୍ଭୀକ ପଥିକ ପରି, ଚାଲୁଥିବି ଚାଲୁଥିବି ଆଉ ଚାଲୁଥିବି। ନିଜଲୋକଙ୍କର ବିଶ୍ୱାସ ହାରିଲି , ଥୁଣ୍ଟା ଗଛଟିଏ ଆଜି ମୁଁ ସାଜିଗଲି । ହସ ଲାଗେ ମୋତେ ପଛକୁ ଦେଖିଲେ,
Inspirational
Loading…
Next page →