by Hasyamayee Raj ✓ · 16 May 2020
ନିଷ୍କାମ ସେବା ତା ଅନନ୍ଯ ମହାନ ହୃଦୟୁ ଦେଇ ଅମୃତ ଜୀବନଟା ତାର ଆରପି ଦିଏ ସେ ପରିବାର କରି ପ୍ରୀତ ।। ମାତୃ ପୂଜା ପାଏ ଯୁଗେ ଯୁଗେ ପରା ନ ଭାବିଲେ ନିଜ ପର ନମସ୍ଯ ହୋଇଲେ ଗାନ୍ଧାରୀ ମାତା ପୂଣ୍ୟ ନିଦର୍ଶନ ତାର ।।
Loading comments…
Comments
Loading comments…