English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ତିତିକ୍ଷା
8 poems
ଗୃହ ବନ୍ଦୀ - 19
Ashok Kumar Pradhan · 1 min read · 11.9K reads
ବହି ମଝିରେ ସାଇତା ଶୁଖିଲା ଗୋଲାପ ଫୁଲକୁ, ଆଉ ନୂଆ ବର୍ଷ ର ହାତଲେଖା ଗ୍ରୀଟିଙ୍ଗସକୁ
Romance
ପରିଚିତା
Smrutirekha Acharya · 1 min read · 294 reads
ମାନସୀ ତନୁରେ ସ୍ୱର୍ଗ ଅପସରି ସତେକି ଆସିଛି ଧାଇଁ ତା ପାଇଁ ଖୋଜୁଛି ଆଜି ସେ ପୂର୍ଣ୍ଣିମା ରାତି କରିବାକୁ ଜୀବନେ ତା ସହ ପୀରତି
Others
ନାରୀ ଜନ୍ମ
Lalita Mohan Mishra · 1 min read · 405 reads
କେତେବେଳେ ଜନନୀ କେତେବେଳେ ଭଗିନୀ କେତେବେଳେ ଜାୟା ରୂପରେ କେତେବେଳେ ପୁଣି ମାଟି ମା ' ପାଇଁ ବଳିଦାନ ଦେଇପାରେ.....
Others
ମାଆ ଶବ୍ଦ ଚମତ୍କାର
Hasyamayee Raj · 1 min read · 3.2K reads
ନିଷ୍କାମ ସେବା ତା ଅନନ୍ଯ ମହାନ ହୃଦୟୁ ଦେଇ ଅମୃତ ଜୀବନଟା ତାର ଆରପି ଦିଏ ସେ ପରିବାର କରି ପ୍ରୀତ ।। ମାତୃ ପୂଜା ପାଏ ଯୁଗେ ଯୁଗେ ପରା ନ ଭାବିଲେ ନିଜ ପର ନମସ୍ଯ ହୋଇଲେ ଗାନ୍ଧାରୀ ମାତା ପୂଣ୍ୟ ନିଦର୍ଶନ ତାର ।।
Abstract
ତିତିକ୍ଷା
Ashok Kumar Pradhan · 1 min read · 658 reads
ଭାବିଥିଲି ପ୍ରିୟା ବଳକା ଜୀବନ ତୁମ ପାଇଁ ଜୀଇଁ ଯିବି, ପ୍ରେମ ସିନା କେବେ ଭୋଗ୍ୟ ନୂହେଁ ଜାଣି ତ୍ୟାଗ କରି ଚାଲୁଥିବି ll ମୁଁ ସିନା ଏକ ଅଲୋଡା ମଣିଷ ଏଇ ସଂସାର ହାଟରେ, ତୁମ ଚଲାପଥ କୁସୁମିତ ହେଉ ଶୁଭ ଆଶିଷ ବୃଷ୍ଟିରେ ll
Romance
ସଫଳତା
GAGAN KUMAR DASH · 1 min read · 197 reads
ଚଞ୍ଚକ ଯେତେକ ଅଛନ୍ତି ସଂସାରେ ଅକାଳରେ ଯିବେ ମରି, ସଫଳତା ହାତେ ରହିଛି ମୋହର ସତକର୍ମ ଯିବି କରି ।
Inspirational
Loading…
Next page →