Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଚଇତ
2 poems
ଦିନଟି କଟଇ ସୁଖେ
ଓଡ଼ିଆ ଗଳ୍ପ ଓ କବିତା - ୨ · 1 min read · 6.9K reads
ଗାଁ ଦାଣ୍ଡ ସହରେ ବାସନ୍ତିକ ପୂଜା କରନ୍ତି ସଭିଏଁ ମିଶି , ରାମନବମୀକୁ ପାଳନ୍ତି ଭକତେ ଭକତିରେ ମନ ତୋଷି ।
Children
ଘଟ ଗାଁ ତାରିଣୀ
Kalandi pal · 1 min read · 239 reads
ଘଟ ଗାଁ ବାସିନୀ, ସଙ୍କଟ ହାରିଣୀ. ତ୍ରି ପୁର ମୋହିନୀ, ଜଗତ ଜନନୀ. ତୁ ଶିବ ଘରଣୀ, ପାପ ବିନାଶିନୀ. ଦୁଷ୍ଟ ସଂହାରିଣୀ, ମଙ୍ଗଳ କାରିଣୀ. ସାହା ହେବୁ ମାଆ ସାରା ଜଗତକୁ. ଦେଇ ତୋ ପରଶ ମଣି. ତୁହି ମା ଶାଳୁଅ ରାଣୀ. l1l
Classics