Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଚକା
24 poems
ଚକା ଚକା ଆଖିରେ ଚାହିଁଁଛୁ କାଳିଆ
Padmalaya Mishra · 1 min read · 7.3K reads
ଭାସିଯାଉ ଅଶ୍ରୁ ଜଳେ ତଥାପି କାହିଁକି ମୁଁ ଆଶା ବାନ୍ଧିଅଛି ରଖିବୁ ବିଦାୟ ବେଳେ ।।
Others
ଦେକାରେ ଦେକାରେ
Prabhanjana Tripathy · 1 min read · 125 reads
ଗାଁ ଡାଣ୍ଡେ କରି ସବା ସାଇଲଡି ସଂଗେ,ଭାଲୁ ମାତାନି ଚିମଟା କୋଉନି ଗୁବା ଝିଲିକି ଝିପା,ସାଡ଼ି ପିନଦାନୀ ଗୋଡରେ ପଉଁରୀ କେନେ ଏବର ଧନଗଡି, ସେବର ଧନ୍ଗିଡ଼ି ହେଜି ଦେକା ବାବୁମାନେ ।
Others
ସନ୍ଧ୍ୟା ଆଳତି
Prakash Sahoo · 1 min read · 6.9K reads
ମୁଁ ତୋତେ ଏକଲୟ ରେ ଚାହିଁଥାଏ ତୋର ଚକା ଆଖି ମୋତେ ଠାରୁଥାଏ
Inspirational
ତା ବିନା ବୃଥା ଏ ସଂସାର
Prafulla Chandra Mishra · 1 min read · 311 reads
ପାଦନଖ କୋଣୁ ତାର , ଝରଇ ଜାହ୍ନବୀ ଧାର ଅନନ୍ତ ଅଙ୍କେ ଶୟନ କ୍ଷୀରାବ୍ଧୀ ସାଗର ଗର୍ଭେ ବିଜେ ଶ୍ରୀନାରାୟଣ , ଦଳିତ ଅଞ୍ଜନ ବୋଳା।।
Others
ଜପୁଛିରେ ତୋର ନାମ
Prasanta kumar Hota · 1 min read · 167 reads
କହିବୁକି ମୋର ପାଇଁ ଶ୍ରୀକ୍ଷେତ୍ର କୁ ଯିବି ଯାଇ ତୋ ମନ୍ଦିରେ ଦେଖୁଥିବି ତୋ ରୂପକୁ ଚାହିଁ ଚାହିଁ
Others
ତୂମେ ତ ତାନ୍ତ୍ରିକ
Prafulla Chandra Mishra · 1 min read · 193 reads
ସଂସାର ବନ୍ଧନ ମନେପଡେ ନାହିଁ ଚଉଦିଗେ ତୋର ରୂପ ଝଲସଇ ମନ ମୋ ତୋ ପାଦପଦ୍ମ ରେ ମୁଁ ଆସିଛି ହେ ତୁମ ଦୁଆରେ ।। ବୈନତେୟ ପଛେ ହୋଇଛି ଠିଆ ହେ ଅଧା ଅଧା ମୁହଁ କରୁଛି ବାଇଆ ସତେ/ପ୍ରାଣ ପକ୍ଷୀ ଉଡିଯାଏ ରେ ମୁଁ ଆସିଛି ହେ ତୁମ ଦୁଆରେ ।। ଫାଳେ ଚକା ନେତ୍ର କଲାଣି ମୋହିତ ହୋଇଗଲିଣି ହେ ଭାବେ ବିହ୍ଵଳିତ ତାନ୍ତ୍ରିକ ର ମନ୍ତ୍ର ପ୍ରକାରେ ମୁଁ ଆସିଛି ହେ ତୁମ ଦୁଆରେ ।।
Others
Loading…
Next page →