English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଚକ୍ରବ୍ଯୁହ
3 poems
ଚକ୍ରବ୍ଯୁହରେ ପ୍ରେମିକା - ୧
ପ୍ରଶାନ୍ତ କୁମାର ବେହେରା · 1 min read · 6.9K reads
ତୀବ୍ର ଭଲପାଇବାର ସକଳ ଅନୁଭୁତି ମୋ ହୃଦୟ ଭିତରେ ଭରିଦେଇ କେମିତି ଏସବୁ ଭୁଲିଗଲ ?
Tragedy
ଆମ ଖେଳାଳିଙ୍କୁ ପଦେ
ଆମ ଖେଳାଳିଙ୍କୁ ପଦେ
Kamlesh Patel · 1 min read · 232 reads
ଭରିଦିଅ ଏଠି ପ୍ରତି ପ୍ରାଣେ ପୁଲକ ବିଜୟର ଝଡ ତୋଫାନରେ ବିଶ୍ବ ବକ୍ଷର ସମସ୍ତ ଚଞ୍ଚଳତାକୁ କରିଦିଅ ସ୍ତବ୍ଧ , ଏଇ ହିଁ ସମୟ ଆଣିଛି ଡାକି ଏକାକି ତା'ର ଆହୁଲାରେ ଗୁଞ୍ଜରଣ ଶୁଣିବାକୁ ଜୟ ଭାରତ , ଜିନ୍ଦାବାଦ | ହୁଏତ ଏ ଚକ୍ରବ୍ଯୁହ… ଆଶଙ୍କାର ସପ୍ତରଥୀ ବସିଥିବେ ଜଗି , ନିର୍ଭୀକତା ହିଁ ତୁମର ପରିଚୟ ହେବ ଏକା ଅଭିମନ୍ଯୁ ଆଉ ଅର୍ଜୁନ ହେଲେ ବି | ଏଠି ତ ନଥିବେ ସେଇ ତ୍ରେତୟାର ଲୀଳାମୟ କୃଷ୍ଣ 'କର୍ମଣ୍ଯେ ବାଧିକାରସ୍ତୁ' ହେବ ଏକମାତ୍ର ଗୁରୁ , ଏହି ମହାମନ୍ତ୍ର ଘେନି ଫୋପାଡି ଅଳସ ବେଗେ ନିଜ ଅନ୍ତରରୁ |
Inspirational
ଷଡଯନ୍ତ୍ର
Nibedita Mishra · 1 min read · 313 reads
ଭୂଲଠିକ ଅବା ଭଲମନ୍ଦ ସବୁ ଅର୍ଥହୀନ ଏଠି ଯିଏ ଷଡଯନ୍ତ୍ର କରି ଜିତିଗଲା ସେ ବାଜିଗର, ଯିଏ ନ୍ଯାୟଅନ୍ଯାୟ ବିଚାରରେ ଭାବି ବସିଲା ସେ ପାଏ ପ୍ରତି କ୍ଷେତ୍ରେ ପରାଜୟର ପ୍ରହାର।
Abstract