English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଚାକିରିଆ
5 poems
ଚାକିରିଆ ବର
Manoj Kumar Panda · 1 min read · 1.1K reads
ଆପଣାର ହିତେ ସିନା ଚାକିରିଆ ବର ବେକାରୀ ହିଁ ଦେଖେ ସ୍ଵପ୍ନ ରାମ ରାଇଜର !
Comedy
ସାମ୍ପ୍ରତିକ ପରିବାର
Shubhra Suchitra Mahanta · 1 min read · 102 reads
ଘର ପରିବାରେ ନାହିଁ ସେନେହ, ବ୍ୟସ୍ତ ସବୁ କରିବାରେ କଳହ ॥ ଭରଷା ବିଶ୍ବାସ ଉଠି ଗଲାଣି, ମାନବିକତା କୁ ଭୁଲି ଗଲେଣି ॥ ଧନ ସମ୍ପତ୍ତି ପଛରେ ଗୋଡ଼ାନ୍ତି, ଲୋଭରେ ନିଜ ଲୋକଙ୍କୁ ମାରନ୍ତି ॥
Tragedy
ଶ୍ରମିକ
Gitanjali Pujapanda · 1 min read · 229 reads
ମୋ ଶ୍ରମର ବିକଳ୍ପ ନାହିଁ କେତେବେଳେ ମୁଁ ଦାଦାନ କେତେ ବେଳେ ଖଟିଖିଆ ଦିନମଜୁରିଆ
Classics
ତୁଚ୍ଛ ଅହମିକା
susmita mohapatra · 1 min read · 12.1K reads
ଚାକିରିଆଙ୍କୁ ଅଫିସ ମନା ମଜୁରିଆଙ୍କୁ ସାଇଟ ମନା, ପ୍ରେମିକଙ୍କୁ ପାର୍କ ମନା ଶ୍ରମିକଙ୍କୁ ୱାର୍କ ମନା
Others
ଘରଜୋଇଁଆ
SOUBHAGYABATI GIRI · 1 min read · 221 reads
ପତ୍ନୀ ମୋର ଆଉ ସହି ପାରିଲାନି କିଣିଆଣି ଗୋଟେ ଚାରିଚକିଆ, କହିଲା ଏ ଗାଡି ଡ୍ରାଇଭର ସିଏ ଆଜିଠୁ ମୋ ସ୍ୱାମୀ ରୋଜଗାରିଆ।
Comedy