StoryMirror - Read, Write, Share & Repeat- ସ୍ମୃତି ଚାରଣKulamani Sarangi · 1 min read · 13.6K readsସ୍ମୃତି ଚାରଣ ............... ମାଆର ଆଖିରେ ଲୁହ, ଖଣ୍ଡ ବିଖଣ୍ଡିତ ଶରୀର, ବୁକୁରେ ଉଠୁଥିଲା ତାର କୋହ। ଶୃଙ୍ଖଳ ହାତ, ପାଦରେ, ରକ୍ତପୀପାସୁ ଚାହିଁ ରହିଥିଲେ ଖଣ୍ଡିତ କରିବାରେ। "ଓଡିଆ ଏକ୍ ଟୁ ଭାଷା ନଏ' ବୋଲି ଚିତ୍କାର କରୁଥିଲେ, ମୃତ ଏକ ଭାଷା,ସଂସ୍କୃତି ପାଇଁ ଜୁଇ ସେ ସଜାଡୁ ଥିଲେ। ଉନବିଂଶ ଶତାବ୍ଦିର ମଧ୍ୟଭାଗେ କାଳ କବଳିତ ମାଆ, ଲୋପ ପାଇବାକୁ ବସିଥିଲା ଏଇ ଓଡିଆ ଜାତିର ନାଆଁ। ଜନନୀକୁ ଯିଏ ବଂଚାଇ ଥିଲେ ସତତ ସଂଗ୍ରାମ କରି, ଓଡିଆ ସଂସ୍କୃତି, ଭାଷାର କୋଣାର୍କ ଦେଇଥିଲେ ଠିଆକରି। ସେଇ ବ୍ୟାସକବି,ସେଇ କୁଳବୃଦ୍ଧ ପୁଣି ସେଇ ଭକ୍ତକବି, ସେଇ କବିବର, ସେଇ ଗଂଗାଧର ଉତ୍କଳ ଗଗନ ରବି। ତାଙ୍କର ସ୍ମୃତି ଚାରଣ, କରେ ମୁଁ ,ହେ ମୋର ଉତ୍କଳବାସୀ ପୂଜ ତାହାଙ୍କ ଚରଣ।Others
- ଆତ୍ମ ନିବେଦନPanchanan Jena · 1 min read · 256 readsକରୁଣା ବାରିଧି
ଆହେ ଦୟାନିଧି
ମାର୍ଜଣ କର ହେ ବାରେ
ମରଣ ଦୁଆରେ
ପଙ୍କଜ ପୟରେ
ଶେଷ ଅଭିଳାଷ ଥରେ ।Tragedy
- ଗୋମାତାAmit Bal · 1 min read · 186 readsଖୋଲା ଖୋଲି ଅଧର୍ମ ଏଠି
ଗାଈକୁ ଟେକି ଦେଉଛନ୍ତି କଂସେଇ ହାତକୁ
ଦି ପଇସା ଲୋଭରେInspirational
- ଗୋପବନ୍ଧୁଙ୍କ ସ୍ମୃତି ଚାରଣChittaranjan Nanda · 1 min read · 185 readsବାକ୍ୟ ଓ କର୍ମରେ ତୁମର ଥିଲା ସମାନତା
ହୃଦୟ ଜଳୁଥିଲା ପାଇବାକୁ ସ୍ୱାଧୀନତା
ଓଡିଆ ସାହିତ୍ୟ ପାଇଁ ଥିଲା ତୁମ ଚିନ୍ତା
ତମର ସୃଷ୍ଟିର ସମ୍ଭାର ହେଉଛି କାରା କବିତା,
ଅବକାଶ ଚିନ୍ତା, ଧର୍ମପଦ, ବନ୍ଦୀର ଆତ୍ମକଥାOthers