StoryMirror - Read, Write, Share & Repeat- ପ୍ରତିଦାନKalyani Nanda · 1 min read · 174 readsପାଣି, ପବନ, ମାଟିର ସ୍ନେହ, ଆଦର ପାଇ,
କଅଁଳ ଡାଳ ସବୁ ତା ପତ୍ର ଗହଳେ ଶକ୍ତ ଶାଖା ହୋଇ,
ଫଳ, ପୁଷ୍ପେ ଭରା ଚାରାଗଛଟି ମହା ଦ୍ରୁମ ରେ ପରିଣତ ହୋଇ,
ଦଧୀଚିଙ୍କ ପରି ସର୍ବସ୍ବ ଦାନ କରିବାରେ ହୋଇଥିଲା ବ୍ରତୀOthers
- ମୁଁ ଚାରା ଗଛଟିଏକବିରତ୍ନ ନୂତନ କୁମାର ବେହେରା
Kabiratna Nutan Kumar Behera · 1 min read · 222 readsନେଇ ଅଙ୍ଗାରକାମ୍ଳ ଦେବି ମୁଁ ଅମ୍ଳଜାନ
ଏ ଜୀବ ଜଗତର ରଖିବି ଯେ ଜୀବନ,
ଦେବି ପୁଣି ଜଳୀୟବାଷ୍ପ ମୁଁ ପ୍ରତିଦିନ
ନିୟମିତ ବର୍ଷା ହେବ ତା ପ୍ରଭାବେ ଜାଣ।Inspirational
- ମାଟି ମାଆAnam Charan Sahoo · 1 min read · 544 readsମୃତ୍ତିକା କ୍ଷୟ ମୂଳ କାରଣ
ବୁଝୁନା ଆମେ କେହି
ବରଷା ଜଳ ହୁଅଇ କାଳInspirational
- ଚାରା ଗଛଟିଏSatyaprakash Sethy, M. A(UGC NET) · 1 min read · 7.3K readsମନରେ ଭରିଲା ବାର୍ଦ୍ଧକ୍ଯ ଯନ୍ତ୍ରଣା
ପାଣ୍ଡୁର ମଳିନ ଶୁଷ୍କ
ଆହା କି ବିଭତ୍ସ କି ସୁନ୍ଦର ଥିଲା
କଅଁଳିଆ ପତ୍ର ପୁଷ୍ପ ।। 7।Inspirational
- ଅନ୍ତର୍ବେଦନାSanghamitra Samantaray · 1 min read · 1.3K readsକେତେବେଳେ ଧୂ ଧୂ ଖରାରେ ଝଲସୁଥାଏ
ଜିଅନ୍ତା ଶବଟିଏ ହୋଇ
ତଥାପି ଆଶାର ପତ୍ରିତ ଚାରା ଟିଏ ରୋପିଦିଏ
ଶୁଷ୍କ ଅନୁର୍ବର ମାଟିରେ ।।Abstract
- ବାହୁଡାବେଳSunanda B Mohapatra · 1 min read · 6.5K readsଆମେ ଦୁହେଁ ଦେଖା ଚାହାଁ ବେଳେ,
ଲୋକେ କହିଲେ,
ଏଇ ଦେଖ ଏମାନେ ବୋଧେ
ମଞ୍ଜି ପୋତିଲେଣିAbstract
Loading…