by Kalyani Nanda ✓ · 2 Jun 2019
ପାଣି, ପବନ, ମାଟିର ସ୍ନେହ, ଆଦର ପାଇ, କଅଁଳ ଡାଳ ସବୁ ତା ପତ୍ର ଗହଳେ ଶକ୍ତ ଶାଖା ହୋଇ, ଫଳ, ପୁଷ୍ପେ ଭରା ଚାରାଗଛଟି ମହା ଦ୍ରୁମ ରେ ପରିଣତ ହୋଇ, ଦଧୀଚିଙ୍କ ପରି ସର୍ବସ୍ବ ଦାନ କରିବାରେ ହୋଇଥିଲା ବ୍ରତୀ
Loading comments…
Loading comments…