Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଚାରିପଦ
25 poems
ଚିଠି
Rajendra Bishoyi · 1 min read · 232 reads
ଜହ୍ନ କୁ ମୁଁ ମାଗି ଥିଲି ତୋଫା ଝରା ରାତି ଜହ୍ନ ଦେଲା ଉଆଁସ ଅନ୍ଧାରର ସ୍ମୃତି ଲିଭିଗଲା ପରେ ସବୁ ସହରର ବତୀ ଲେଖିଥିଲି ଜହ୍ନ ଆଲୁଅରେ ମନ କଲମରେ ସେହି ଚିଠି ଜ୍ଯୋତ୍ସ୍ନାଧୌତ ନିଶି କାଗଜରେ ହସ ସବୁ କାଳିକରି ଲେଖି ଥିଲି ଚିଠି ଶେଷେ
Romance
ଚାରି ଆଙ୍ଗୁଳିର ପିଣ୍ଡି
Krushna Priya Mohapatra · 1 min read · 162 reads
ଅସ୍ତି ବିସର୍ଜନ କଲା ଯାଏ ପୁଅ ରହିବୁ କର୍ମକୁ ନିନ୍ଦି। ଶେଷ ପର୍ଯ୍ୟନ୍ତ ତୁ ଆଦରି ନେଇଥା ଚାରି ଆଙ୍ଗୁଳିର ପିଣ୍ଡି।
Inspirational
ବିଦାୟ ସେନାପତି
Bharatabandhu Biswal · 1 min read · 288 reads
ବିଦାୟ ସେନାପତି
Horror
ଲାଉଫୁଲ ଦାଉ ଦାଉ
ତାରାପ୍ରସାଦ ଜେନା · 1 min read · 218 reads
ଲାଉଫୁଲ ଦାଉ ଦାଉ କିଛି ନ ଜାଣିକି ଦୁନିଆ ଜାଣିଛି
Others
ମର୍ଣ୍ଣିଂ ଓ୍ବାକ୍
Prabhanjana Tripathy · 1 min read · 147 reads
ଅଂଶୁମାଳିନୀର ସୁଶୀତଳ ଖର ଶିଶିର ଖେଳରେ ହୁଏ ଅତୀଧିର ପଦ ଚାରଣରେ ଆମେ ବନ୍ଧୁତ୍ରୟ ସ୍ବେଦ ନିବୃତେ' ଫେରୁ କର୍ମାଳୟ ।
Fantasy
ହୁଅ ନାହିଁ ରାଗି ତମ୍ ତମ୍
Sachidananda Kar · 1 min read · 192 reads
କଳା ମେଘ ଖଣ୍ଡେ ଆକାଶେ ଦେଖିଲେ ମୟୂର ନାଚଇ ଛମ୍ ଛମ୍ ।।
Others
Loading…
Next page →