by Rajendra Bishoyi ✓ · 1 Dec 2020
ଜହ୍ନ କୁ ମୁଁ ମାଗି ଥିଲି ତୋଫା ଝରା ରାତି ଜହ୍ନ ଦେଲା ଉଆଁସ ଅନ୍ଧାରର ସ୍ମୃତି ଲିଭିଗଲା ପରେ ସବୁ ସହରର ବତୀ ଲେଖିଥିଲି ଜହ୍ନ ଆଲୁଅରେ ମନ କଲମରେ ସେହି ଚିଠି ଜ୍ଯୋତ୍ସ୍ନାଧୌତ ନିଶି କାଗଜରେ ହସ ସବୁ କାଳିକରି ଲେଖି ଥିଲି ଚିଠି ଶେଷେ
Loading comments…
Loading comments…