English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଚିଅର୍ଗାର୍ଲ
5 poems
ମନେପଡେ ପିଲାଦିନ ଖେଳ
ମନେପଡେ ପିଲାଦିନ ଖେଳ
Hasyamayee Raj · 1 min read · 280 reads
ଆଜିବି ହେଉଛି ବରଷକେ ଥରେ ଗାଆଁ ପଡିଆରେ ଖେଳ ବେଶ ପରିପାଟି ବଦଳି ଯାଇଛି ନାହିଁ ଆଉ ଆଗ ବେଳ ।
Others
ଡ୍ରିମ ଗାର୍ଲ
Trilochan Karjee · 1 min read · 163 reads
ଦେଖେ କେତେ ସପନ ଆଉ ଖୋଜେ ମୋର ଡ୍ରିମ ଗାର୍ଲ
Fantasy
ମହାସଂଗ୍ରାମ
Gyanaranjan Sahoo · 1 min read · 149 reads
ଦେଶପ୍ରେମକୁ କରେ ଜାଗ୍ରତ ଖେଳ ନୁହେଁ ମହାସମର ଖେଳି ନ ପାରିଲେ ଖେଳାଳୀ ଏଠି ଶରବ୍ୟ ହୁଏ ତୀକ୍ଷ୍ଣ କଟାକ୍ଷର ଗାଳି ଶୁଣନ୍ତି ଆଉଟ୍ ହେଲେ ଜଲଦି ମୁଣ୍ଡେ ବସାନ୍ତି ପିଟିଲେ ଶହେ ସ୍କୋର । ଜାତୀୟ ହେଉ ବା ଅନ୍ତର୍ଜାତୀୟ ଖେଳ ଏ ସଭିଙ୍କ ପ୍ରିୟ, ନାହିଁ ଅଗୋଚର ଷ୍ଟାଡିୟମ ଗ୍ୟାଲେରୀରେ ହେଉ ଅବା ଘର ଟିଭି ପରଦାରେ ସମର୍ଥକଙ୍କ ବାଜେ ତାଳି ଚଉକା ଛକାରେ ନିଜ ଦଳରୁ କେ ଆଉଟ୍ ହେଲେ, ମୁଣ୍ଡେ ଦିଅନ୍ତି ହାତ ଆଜିକାଲି ଆଇ ପି ଏଲ ରେ ଚିୟର ଗାର୍ଲ ଏସବୁ ଆବେଗକୁ ମାରିଲେଣି ନାତ ।
Others
ଶେଷରୁ ଆରମ୍ଭ
Satyabati Swain · 1 min read · 302 reads
ଏନ୍ତୁଡ଼ି ନିଆଁର ବିହ୍ଵଳତା ବେଦୀ ନିଆଁର ଆକର୍ଷଣ ମଶାଣୀ ନିଆଁର ଉତ୍ପୀଡ଼ନ
Others
ବୁଝିଲେ ବୁଝିବ ନହେଲେ ନାହିଁ..
Niranjan Sahu · 1 min read · 177 reads
ଗାର୍ଲ ଫ୍ରେଣ୍ଡ ପାଇଁ ଜୀବନ ନଷ୍ଟ ବାପା ମାଆ ପାଇଁ ଜୀବନ ସ୍ପଷ୍ଟ
Inspirational