English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଚିରଦିନ
245 poems
ଆଖ୍ୟା-ଭିଟାମାଟି
Umasankara Behera · 1 min read · 198 reads
ଭିଟାମାଟି ଜଳଗରଭୁ ଦୂରଦେଶକୁ ଦିଏ ବାରତା ତରଙ୍ଗେ ଛିନ୍ନ କରି ବନ୍ଧନହରା ଚିର ଦିନ ପାଇଁ ଚାଲିଗଲ କି ମାନବେ
Others
ଆମେ ଅମୃତର ସନ୍ତାନ
Santosh Kumar Panda · 1 min read · 167 reads
ସାରା ସଂସାରକୁ ଆର୍ଯ୍ୟ ତ କରିବା କରିଅଛୁ ଆମେ ପଣ 'ସର୍ବେ ଭବନ୍ତୁ ସୁଖୀନଃ'ର ବାର୍ତ୍ତା ରହିଥିବ ଚିର ଦିନ।
Others
ମୋ ମାଆ
Siba Sethy · 1 min read · 314 reads
ମାଆ ଠାରୁ ବଳି ଏ ତିନି ଭୂବନେ ଅଛି କି ଆମର ଜ୍ୟୋତି।। ଗୋଟିଏ ହୃଦୟେ ଗୋଟିଏ ସାଙ୍ଗରେ ସତ୍ୟ ଶାନ୍ତି
Abstract
ଅଫେରା ମାନସ
Sandhya Rani Panigrahy · 2 min read · 161 reads
ଅତୀତର ଛାୟାରୁ ବର୍ତ୍ତମାନର ସ୍ଥିତି ଯାଏଁ ସବୁ ଯେମିତି ଜୀବନ୍ତ ଅନୁଭୂତି ନିଜସ୍ବ ରହିତ ଆହୁତିର ଅନାହୂତ ଅଭିଭୂତି ଚିର ସ୍ମରଣୀୟ ନିଜ ସ୍ବୀକୃତି ।
Thriller
ଅଫେରା ବାଟ
Smruti Ranjan Tripathy · 1 min read · 217 reads
ଯେତେ ଯିଏ ଡାକିଲେ ବି ମୁଁ ଏବେ ପଥିକ ଅଫେରା ବାଟର ସମ୍ପର୍କର ନଈ ସାଥେ ମୁଁ ବି ସ୍ନିଗ୍ଧ ଶୀତଳ ସବୁ ଅପବାଦକୁ ଖାତିର ନକରି ବହିଯାଏ ଏ କୂଳରୁ ସେ କୂଳ ଚିର ସବୁଜ ଛଳ ଛଳ ।
Thriller
ଜୀବନ ରାଗ - ୧୩
Gyanaranjan Sahoo · 1 min read · 7K reads
ଚିର କୁମାରୀ ମୁଁ ଚୁଲି ଝିଙ୍କା ଦେଲେ ଧୋଇ ହାତଗଣ୍ଠି ପରେ ଯମପାଶ ନିତି ସାବିତ୍ରୀ ହାତେ ଧରଇ ।
Inspirational
Loading…
Next page →