StoryMirror - Read, Write, Share & Repeat- ତୁମ ଆସିବାରେAmiya Bej · 1 min read · 1.2K readsଚିକିଟା ଯୋଡା ତକିଆ ,
ଗୁଡ୍ ନାଇଟର ଧୂପଷ୍ଟାଣ୍ଡ ,
ଇତସ୍ତତଃ ସେଭିଂକିଟ୍ ,
ବିରକ୍ତି ହୋଇପଡିଥିବା ଚାରିପାଞ୍ଚ ଠାକୁର ,Others
- ରଜ ପରବPuspita Bhuyan · 1 min read · 510 readsଆଲୋ କିସ ହେଲା ତୋର
ଆସୁ ଆସୁ କାହିଁ ଛାଡୁଛୁ ରଡି ,
କହେ କାମବାଲୀ
କାଲିଠାରୁ ମୋର
ରଜ ତିନିଦିନ
ହୋଇବ ଛୁଟି ,
ତା' କଥା ଶୁଣି ମା' ସାନ୍ତାଣୀ
ଆଖିଲାଲ କରି ଗରଜି ଉଠିଲେ
ଆଲୋ , ରଜ ପରବରେ
ବନ୍ଧୁ ବାନ୍ଧବରେ
ଘର ତ ଉଠିବ ପୁରି
ତା' ସହିତ ପିଲାଙ୍କ ବରାଦ
କେତେ ଆଇଟମ
ସତେକି ମୁଁ ' ଜମାଟୋ ' କମ୍ପାନି ,
ସବୁ ଶୁଣି ସାରି ମୁହଁକୁ ଫୁଲାଇ
କାମବାଲୀ କହେ ,
'ରଜ' କ'ଣ ଏକା ତୁମରି ପରବ
ମୋର ନାହାଁନ୍ତି କେହି ,Others
- ମନେପଡେ ସେ ପିଲାଦିନBibhuti Bhusan Mohanty · 1 min read · 239 readsମନେପଡେ ସେ ପିଲାଦିନTragedy
- ଛୁଟିBipin bihari Barik · 1 min read · 167 readsଛୁଟି କମିଗଲେ ଖରା କି କମିବ
କି ଅନ୍ଧ ବିଚାର ହଉଛି।।Comedy
- ଆସିଲାଣି ଖରା ଛୁଟିଓଡ଼ିଆ ଗଳ୍ପ ଓ କବିତା - ୨ · 1 min read · 7.1K readsଖାଇବାକୁ ଦେବେ ମୋତେ ,
ରସଗୋଲା , କାକେରା ,
ଛେନାପୋଡ଼ , ବାରମଜା ,
ଭଳି ଭଳି ସର୍କରା । ।Classics
- ହସଖୁସି ପିଲା ବେଳKUMUDA CHANDRA DALEI · 1 min read · 137 readsଫୁସୁର ଫାସର କଥା ଭାଷା ହେଲେ
ସଂଗ୍ରହ କରିଲେ ଜାଲ
ଝରଣା ପାଣିରେ, ବୁଡ଼ିବାକୁ ମନ
କଙ୍କଡା ଧରିବା ଚାଲOthers
Loading…