ଆଲୋ କିସ ହେଲା ତୋର ଆସୁ ଆସୁ କାହିଁ ଛାଡୁଛୁ ରଡି , କହେ କାମବାଲୀ କାଲିଠାରୁ ମୋର ରଜ ତିନିଦିନ ହୋଇବ ଛୁଟି , ତା' କଥା ଶୁଣି ମା' ସାନ୍ତାଣୀ ଆଖିଲାଲ କରି ଗରଜି ଉଠିଲେ ଆଲୋ , ରଜ ପରବରେ ବନ୍ଧୁ ବାନ୍ଧବରେ ଘର ତ ଉଠିବ ପୁରି ତା' ସହିତ ପିଲାଙ୍କ ବରାଦ କେତେ ଆଇଟମ ସତେକି ମୁଁ ' ଜମାଟୋ ' କମ୍ପାନି , ସବୁ ଶୁଣି ସାରି ମୁହଁକୁ ଫୁଲାଇ କାମବାଲୀ କହେ , 'ରଜ' କ'ଣ ଏକା ତୁମରି ପରବ ମୋର ନାହାଁନ୍ତି କେହି ,
Loading comments…