English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଛୋଟିଆକଥା
404 poems
ପାରିବାରିକ କଳହ
Mr.GAGAN BIHARI NAYAK · 1 min read · 415 reads
କଳହ ଉପୁଜେ ଛୋଟିଆ କଥାରୁ । କଥା ହେଲେ କଟାକଟି। କହିଦେଲେ କିଏ ଆନ ସହିଯାଏ । କଳିଗୋଳ ଯିବ ତୁଟି।।
Others
ଲଗାଅ ମନ
ବି. ନିରୁପମା · 1 min read · 146 reads
ଭୁଉଁ ଭୁଉଁ ଦୂରୁ ଶୁଭୁଛି ଯାଉଛି ଉଡ଼ି ଉଡ଼ାଜାହାଜ , ତାକୁ ଦେଖି କରୁଅଛ କି ସେଇଠି ତୁମ ମନ ମଉଜ
Abstract
ଅଭିମାନ
Shaktiprada Mohapatra · 1 min read · 1.5K reads
କେତେବେଳେ ଲୁହ ଆସି ଗାଲେ ମିଶେ। ମୋ' ଉପରେ ତୁମେ ଅଭିମାନ କରିଛ ସିନା; ଅଥଚ , ମୋତେ ପରା ତୁମ ଉପରେ ଅଭିମାନ କରିଵାକୁ ମନା ।
Others
ମାନସୀ
Ramesh Chandra Behera · 1 min read · 165 reads
ଖିଲି ଖିଲି ହସ ଆନନ୍ଦ ଲାଗଇ କେହି ନାହାନ୍ତି ତା ପରି ଦିନ ଯାକ କଷ୍ଟ ଭୁଲି ଯାଉ ଆମେ....
Others
ଜୀବନ ଗୀତା-୨୨୫
Geeta Sarangi · 1 min read · 6.8K reads
"ଜୀବନ କେବେ ଗୀତ ଗାଉଥାଏକେବେ କହୁଥାଏ ଗଳ୍ପସତ୍ୟ ସନ୍ଧାନେ ଲାଗି ରହିଥାଏବୁଝୁଥାଏ ଅଳ୍ପ ଅଳ୍ପ"
Others
ଭିତିରି କଥା
Karttik Sethi · 1 min read · 6.7K reads
ସ୍ୱାଧିନତା ର ଅନେକ ବର୍ଷ ବିତିଗଲେ ମଧ୍ୟ ଆଜି ବି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଆମେ ପରାଧୀନତା ର ଦାସତ୍ୱ ରୁ ମୁକୁଳି ପାରୁନାହୁଁ ।ଆକୁମାରୀ ହିମାଳୟ ପର୍ଯ୍ୟନ୍ତ ସବୁଠାରେ ଠିକାଦାର ମାନେ ଗରିବ ମାନଙ୍କୁ ଶୋଷଣ କରିବାରେ ବ୍ୟସ୍ତ । ତା' ପାଇଁ ସରକାର ଙ୍କ ଧ୍ୟାନ ନାହିଁ ।
Inspirational
Loading…
Next page →