Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଜଗତର
16 poems
ମନ ପାରା
Satyaprakash Sethy, M. A(UGC NET) · 1 min read · 7.7K reads
ମୋର କାହିଁ ଇଚ୍ଛା? ତୋତେ ଦେଖିଦେଲେ ଥରେରେ କାଳିଆ ସୁନା ସବୂ ଇଚ୍ଛା ମୋର ତୋଠିଁ ସମାପିତ ଆତ୍ମତୃପ୍ତ ମନ ପାରା ।
Others
ମୟୂରଭଞିଆ
Jyotiranjan Sahu · 1 min read · 279 reads
ଭଞ୍ଜବାସୀ ପରା ଭାରି ସରଳିଆ ଛନ୍ଦ କି କପଟ ନାହିଁ ମନେ ସେଥିପାଇଁ କିବା ଜଗତର ନାଥ ପୁରୀ ଛାଡି ଆସିଥାନ୍ତି ଦିନେ । ବଖାଣି ବସିଲେ କଥା ସରିବନି କାଗଜ କଲମ ଯିବ ସରି ମହାନ ଏ ମାଟି କଳା ଓ ସଂସ୍କୃତି ପ୍ରଣାମ ରେ ଦିନ ଯାଉ ସରି ।
Others
ଶ୍ରୀପତିତପାବନ
Sanjeev Patro · 1 min read · 13.8K reads
ଜଗନ୍ନାଥ ସମସ୍ତ ଜଗତର ନାଥ । ସେ ହିଁ ପାପୀର ପାପହାରୀ , ଦୁଃଖୀର ଦୁଃଖହାରୀ , ସେ ହିଁ ତ ସମସ୍ତ ଜଗତର ପାଳନକର୍ତ୍ତା । ତାଙ୍କରି ଚରଣରେ ଆସନ୍ତୁ ନିଜକୁ ସମର୍ପଣ କରିବା ।
Others
ପରମ ଈଶ୍ୱର
Dr. Diptiranjan Behera · 1 min read · 199 reads
ଦେଖୁଛନ୍ତି ପ୍ରତି କ୍ଷଣେ ଏ ମାୟା ସଂସାର ଅଭିନୟ ଭରା
Others
ଜୀବନ ସାଥି
Hrusikesh Mishra · 1 min read · 3.2K reads
ହୋଇ ଅର୍ଦ୍ଧାଙ୍ଗିନୀ ରହିଥାଅ ତୁମେ ଜୀବନ ଯାତ୍ରାରେ ମୋର, ସୁଖ ଦୁଃଖ ସବୁ ସମାନ ହୋଇବ ରହିଥିଲେ ସାଥେ ତୋର।
Others
ଗଛର ଆତ୍ମକଥା
Minati Rath · 1 min read · 419 reads
ସବୁ ଜାଣି ପୁଣି ହେ ମଣିଷ ଭାଇ ଅବୁଝା ହେଉଛ କାହିଁ ଦୁର୍ବିସହ ହେବ ତୁମରି ଜୀବନ ମୋତେ ଜମା କାଟନାହିଁ
Inspirational
Loading…
Next page →