by Jyotiranjan Sahu ✓ · 14 Aug 2019
ଭଞ୍ଜବାସୀ ପରା ଭାରି ସରଳିଆ ଛନ୍ଦ କି କପଟ ନାହିଁ ମନେ ସେଥିପାଇଁ କିବା ଜଗତର ନାଥ ପୁରୀ ଛାଡି ଆସିଥାନ୍ତି ଦିନେ । ବଖାଣି ବସିଲେ କଥା ସରିବନି କାଗଜ କଲମ ଯିବ ସରି ମହାନ ଏ ମାଟି କଳା ଓ ସଂସ୍କୃତି ପ୍ରଣାମ ରେ ଦିନ ଯାଉ ସରି ।
Loading comments…
Loading comments…