Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଜିଦ୍
3 poems
ହାର୍ ଜିତ୍
Debadatta Jena · 1 min read · 161 reads
କିଛି ପାଇବାକୁ ହେଲେ ହାର୍ ତ ନିଶ୍ଚୟ, ହେଲେ ସେ ହାରିବା ତୁମେ ଚାହୁଁ ନାହଁ, ଭଙ୍ଗା ମନରେ କି ଜିତିବାର ନିଶା, ଅବା ହାରିବା ଭୟରେ ମୋ, ଭାଙ୍ଗିବା ଗଢିବା ପଣିଆ ସେ ଜିତିବାର ଜିଦ ମୋଟେ ନାହିଁ..!
Romance
ଠିପି
Bharatabandhu Biswal · 1 min read · 226 reads
ପ୍ରଦତ୍ତ ଚିତ୍ରରେ ହସ୍ତରେ ମଦ୍ୟପୀ ଧରିଛି ବୋତଲେ ମଦ ସୁକନ୍ୟା ତାହାର ପିଛା କରି ତାର କରୁଅଛି ଏକ ଜିଦ୍
Inspirational
ଜିଦ୍
Basanti Pattnaik · 1 min read · 190 reads
ରାଗି ଗଲେ ଚିଲେଇ ପାଟି କରୁଥାଏ ଘରର ଚାରିକାନ୍ଥକୁ ଦୋହଲାଇ ଦେଉଥାଏ କିଏ ବୁଝେଇଲେ ବୁଝୁ ତ ନଥାଏ ଅଶ୍ରୁ ନୟନରେ ରଡ଼ି ଛାଡୁଥାଏ ଛୋଟ ଛୁଆ ଠାରୁ ଆହୁରି ଅବୁଝା ବୁଝେ ନାହିଁ କିଛି କାହାରି କଥା
Inspirational