by Basanti Pattnaik ✓ · 30 May 2021
ରାଗି ଗଲେ ଚିଲେଇ ପାଟି କରୁଥାଏ ଘରର ଚାରିକାନ୍ଥକୁ ଦୋହଲାଇ ଦେଉଥାଏ କିଏ ବୁଝେଇଲେ ବୁଝୁ ତ ନଥାଏ ଅଶ୍ରୁ ନୟନରେ ରଡ଼ି ଛାଡୁଥାଏ ଛୋଟ ଛୁଆ ଠାରୁ ଆହୁରି ଅବୁଝା ବୁଝେ ନାହିଁ କିଛି କାହାରି କଥା
Loading comments…
Loading comments…