English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଜୀବନତରୀ
5263 poems
ମୋ ଜୀବନ ତରୀ ଦଦରା ଖତରା
Prafulla Chandra Mishra · 1 min read · 122 reads
କ୍ଷଣପ୍ରଭା ସମ କ୍ଷଣିକ ଜୀବନ କ୍ଷଣ କ୍ଷଣ ହୁଏ କ୍ଷୟ କ୍ଷିତୀରେ କିରତୀ ପସରା ଫେଇବ , କରିଲେ ପାପ କୁ ଭୟ ଦୁଃଖୀ,ଦୁଃଖେବ୍ରତି ପରୋପକାରରେ ଧରମର ହୁଏ ଜୟ
Others
ମରୀଚିକା ଗନ୍ତବ୍ୟ
subrat kumar jena · 1 min read · 187 reads
ଜୀବନ ତରୀ ଡୁବୁ ଡ଼ୁବୁ ବଞ୍ଚିଗଲା ଝଡରୁ, କୋଟିଏ ପ୍ରଣାମ ସେ ପରମପିତାଙ୍କ ପାଖରେ, ସବୁକିଛି ହରାଇଲା ଆଗରୁ, ଅନ୍ତତଃ ବଞ୍ଚିଗଲା କିଛି ଆଗାମୀ କାଲି ଲାଗି, ଜୀବନଗାଡିକୁ ଧୀରେସ୍ଥିରେ ଆଗକୁ ନେବାକୁ
Others
ପଥ ପ୍ରଦର୍ଶିକା
Soobrat Samal · 1 min read · 238 reads
ପୀରତି ବୀଣାର ମୃଦୁ ଝଙ୍କାର ନିର୍ଲିପ୍ତ ମନରେ ସଞ୍ଚରିଲା ଶକ୍ତି ହୃଦୟେ ଜାଗୃତ ପ୍ରେମ ମହ୍ଲାର l
Others
!! କାର୍ତ୍ତିକ ପଞ୍ଚକ. !!
Kailash Chandra Sahani · 1 min read · 308 reads
ପ୍ରକୃତିର ଚାରୁ ଋତୁ ଆବର୍ତ୍ତନେ ଆସେ ଶୀତ ଧୀରେ ଧୀରେ ଜଳଦ ପଟଳ ବିମୁକ୍ତ ଗଗନ ସ୍ନିଗ୍ଧ ଶୀକରର ନୀରେ ।
Others
ତରୀ ଟିଏ
rasmi maye pati · 1 min read
କର୍ତ୍ତବ୍ୟର ଆହୁଲାକୁ କାଠରେ ଧରିଛି , ତେଲ ଲୁଣ ସଂସାରକୁ
Others
ବାପା-ମାଆ
KRUTIBAS NAYAK · 1 min read · 224 reads
ମାଆ କୋଳଟି ଭାରି ନରମ ବାପାଙ୍କ ହାତଟାଣ, ମାଆ ଖୁଆନ୍ତି ବାପା ପଢାନ୍ତି ଜାଣି ଆମର ମନ |
Children
Loading…
Next page →