StoryMirror - Read, Write, Share & Repeat- ମଧୁ-ଯାମିନୀର ଅନ୍ତର୍ନାଦNayana Kumar Mohanta · 1 min read · 85 readsଓଢ଼ଣୀ ସେ-ପ୍ରଜାପତି ଡେଣା,
ଅଥଚ-ଅବଗୁଣ୍ଠନ ତଳେ
ସପନର କ୍ଷେତେ ବାଲି ଚରେ,
ଉଷୁମ-ନିଶ୍ୱାସ ଖର ବହେ,
ଷ୍ଫୀତ-ବକ୍ଷେ ରମଣୀ କାଂଚନ
ଅପେକ୍ଷିତା ସଂଭୋଗ ଲାଳସେ,
ସାଜି ଅର୍ଘ୍ୟ ଥାଳି,
ଆତ୍ମ-ସମର୍ପଣ ହୃଦେ ସ୍ମରି,
ଟୋପା ଟୋପା ଲୁହେ-
ବିଳଂବିତ ରାତିର ପହରେ
ସିକ୍ତ କରି ମଧୁ-ଶେଜ,
ଶେଜୁ ଷ୍ଫୁରେ
ମଉଳା ଫୁଲର ସୂବାସ,Classics
- ସଂଜୀବନୀNayana Kumar Mohanta · 1 min read · 156 readsନା' ଅଛି ଚୁନା-ହେବାରେ ଦୁଃଖ,
ନିର୍ବିକାର,..
ସ୍ଥିତ'ପ୍ରଞ,...
ମୋତେ ପଥର କର ହେ ପ୍ରଭୁ,
ପଥର..Inspirational