Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଟାଣପଣ
4 poems
ଝଡ
Titi Sarangi · 1 min read · 6.7K reads
ଝଡ କି ଜାଣିନି ଏଠି ଛୋଟ ଏକ ଦୂବର ମୁଁ ଭିନ୍ନ ଏକ ସତ୍ତା ମୁଁ ନୁହେଁ ଆକାଶଚୁମ୍ବୀ ଦ୍ରୁମର ସେ ତୁଚ୍ଛ ଅହମିକା ।
Abstract
ଝଡ଼ ଦରକାର
Binaya Bhusan Panigrahi · 2 min read · 322 reads
ହଁ,ଝଡ଼ ଦରକାର ପିନ୍ଧେଇ ଦେବା ପାଇଁ ବିଜେତାକୁ ବିଜୟ ତିଳକ ଛଡେଇ ନେବାପାଇଁ କାପୁରୁଷ ମାନଙ୍କ ମୁଠାରୁ ବଞ୍ଚିବାର ବୃଥା ଅଧିକାର
Others
ଆଉ କିଛି ଲୋଡ଼ା ନାହିଁ
Sambit Srikumar · 1 min read · 194 reads
ଘୋର ବିଷୟା ମୋହରେ ହୋଇ ଅନ୍ଧ ମୁଁ ନଜାଣଇ ପଥ କଢାଇ ନେବ ସନ୍ମାର୍ଗରେ ମହାପ୍ରଭୁ ଧରି ମୋର ହାତ କହିବାକୁ ତୁମ୍ଭର ଭକତ ନାହିଁ ମୋର ତିଳେ ଟାଣପଣ ଏଇ ଅକିଞ୍ଚନେ କୃପା କରିଥାଅ ସଦା ବହି ତୁମ୍ଭ ବଡପଣ।
Inspirational
ହେ ସଖା ଦିଅ ଦେଖା
Gyanaranjan Sahoo · 1 min read · 194 reads
ଗର୍ବ ଦମ୍ଭ ଟାଣପଣ ରହିନାହିଁ ଏଇଠି କାହାର
Romance