by Sambit Srikumar ✓ · 15 Apr 2022
ଘୋର ବିଷୟା ମୋହରେ ହୋଇ ଅନ୍ଧ ମୁଁ ନଜାଣଇ ପଥ କଢାଇ ନେବ ସନ୍ମାର୍ଗରେ ମହାପ୍ରଭୁ ଧରି ମୋର ହାତ କହିବାକୁ ତୁମ୍ଭର ଭକତ ନାହିଁ ମୋର ତିଳେ ଟାଣପଣ ଏଇ ଅକିଞ୍ଚନେ କୃପା କରିଥାଅ ସଦା ବହି ତୁମ୍ଭ ବଡପଣ।
Loading comments…
Loading comments…