Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଟିକିଲି
9 poems
ମନର କଥା
Firoj Patel · 1 min read · 7.1K reads
ମୋର ନହେଲେ ନାଇଁ ତୁମେ ଯାହାର ହେଉଛ ହୁଅ ମୋର କିଛି କହିବାର ନାହିଁ ମୋ ବାକି ଜୀବନ କଟିଯିବ ଆମ ପ୍ରେମ ଗୀତ ଗାଇଗାଇ ।
Others
ଆସୁଥାଅ ସପନରେ
Kamal Kumar Dash · 1 min read · 341 reads
ମନ ମନ କଥା କାହାକୁ କହିବି କିଏ ବୁଝାଇବ ମତେ ଏକା ଏକା ବସି ମାନକୁ ବୁଝାଏ କେମିତି ଭୁଲିବି ତତେ
Tragedy
ଆଜି ବି
Shiba Charan Mahapatra · 1 min read · 346 reads
ଆଜି ବି ନିଷ୍ପତ୍ତି ନିର୍ଦ୍ଧାରଣର ଅଧିକାର ଡୋରୀ ମୁଁ କେବଳ ତୁମ ହାତେ ଦେଇଛି ତୁମେ ଚାହିଁଲେ ତାକୁ ପାଦ ଅଳତା କରି ପିନ୍ଧିପାର ତୁମେ ଚାହିଁଲେ ମଥା ର ଟିକିଲି ପରି କାଢି ଫିଙ୍ଗିପାର
Others
ଆମ ସଂପର୍କର ଭାଷା
Prafulla Chandra padhi · 1 min read · 114 reads
ଦୂରେଇଗଲା ପରେ ଅପହଞ୍ଚ ପରିଧି ଉପାୟ ପରେ ମଧ୍ୟ ! ଭାଲୁକୁ ଦେଖି ଗଛ ଚଢିଯିବା ସାଂଗ ପରି ଆମର ଗୀତ ହଉ_ରହୁଚି ।
Classics
ପ୍ରିୟତମା
Samar Ballav Bhoi · 1 min read · 223 reads
ମୋ ପାଇଁ ନାହିଁ ଏଠି ସ୍ବପ୍ନ କିଛି ନାହିଁ ଆବିଳତା, ନାହିଁ କିଛି ଭାବନା, ନାହିଁ ରାତି, ନାହିଁ ଦିନ,
Abstract
ଟିକିଲି
pawan mohakul · 1 min read · 251 reads
ପ୍ରେମର ଭାବନା ଅଲଗା ଅଲଗା ସିନ୍ଦୂର, ଟିକିଲି ଆଗରେ....
Romance
Loading…
Next page →