by Shiba Charan Mahapatra ✓ · 18 May 2019
ଆଜି ବି ନିଷ୍ପତ୍ତି ନିର୍ଦ୍ଧାରଣର ଅଧିକାର ଡୋରୀ ମୁଁ କେବଳ ତୁମ ହାତେ ଦେଇଛି ତୁମେ ଚାହିଁଲେ ତାକୁ ପାଦ ଅଳତା କରି ପିନ୍ଧିପାର ତୁମେ ଚାହିଁଲେ ମଥା ର ଟିକିଲି ପରି କାଢି ଫିଙ୍ଗିପାର
Loading comments…
Loading comments…