StoryMirror - Read, Write, Share & Repeatତଥାଗତ-ତୁମେ କଳ୍ପନା
ତଥାଗତ-ତୁମେ କଳ୍ପନାRam Prasad Bisoi · 2 min read · 7.1K readsସେଥିପାଇଁ ସେ ଭିନ୍ନ, ତା ପୃଥିବୀ ବି ଭିନ୍ନ ପୃଥିବୀ ,
ସେ ଅପରିଚିତ,
ତଥାପି
ତୁମେ ତାକୁ ଚିତ୍ରିତ କର
ଅପ୍ରାକୃତିକ ...Others- ସଂଳାପ-୮୫Ram Prasad Bisoi · 1 min read · 6.9K readsତା ହେଲେ ଈଶ୍ୱର ଯାହାରି କଳ୍ପନାରେ ସୃଷ୍ଟି
ବ୍ରହ୍ମାଣ୍ଡ,ପୃଥିବୀ,ଆକାଶ,ଜଳ,ଅଗ୍ନି,ଜୀବ
ସେ ବି କଣ ? ପାଗଳ,Fantasy
- ଶାନ୍ତିସ୍ତୁପ ଧଉଳିChinmaya Kumar Nayak · 1 min read · 418 readsସମ୍ମୁଖେ ଶୋଭିତ ପ୍ରସ୍ତର ନିର୍ମିତ
ଗଜରାଜ ଚାରୁ ଚିତ୍ର,
ହସ୍ତୀ ନୁହେଁ ସେ ଯେ ସ୍ୱୟଂ ତଥାଗତ
ବୌଦ୍ଧ ପାଇଁ ସେ ପବିତ୍ରOthers
- ପ୍ରେମ ନୁହେଁ ପାପSunanda Mohanty · 1 min read · 317 readsକେବେ ଖରା କେବେ ଛାଇ
ଏ କୂଳରେ ଥାଏ କିଏ ଅବା ନାହିଁ
ସେ କୂଳେ ବି କେହି ନାହିଁ
ପ୍ରେମ ଶାଶ୍ୱତ ପ୍ରେମ ତଥାଗତ
ପ୍ରେମ ସ୍ୱର୍ଗୀୟ ଭାବନ୍ତି ଏମିତି କେହି ନାହିଁ
ତଥାପି କେଦାର ଗୌରୀ ତାଜମହଲ
ଅଛି ଚିରନ୍ତନ ଓ ଅମର ହୋଇ lOthers