by Sunanda Mohanty ✓ · 19 Jan 2022
କେବେ ଖରା କେବେ ଛାଇ ଏ କୂଳରେ ଥାଏ କିଏ ଅବା ନାହିଁ ସେ କୂଳେ ବି କେହି ନାହିଁ ପ୍ରେମ ଶାଶ୍ୱତ ପ୍ରେମ ତଥାଗତ ପ୍ରେମ ସ୍ୱର୍ଗୀୟ ଭାବନ୍ତି ଏମିତି କେହି ନାହିଁ ତଥାପି କେଦାର ଗୌରୀ ତାଜମହଲ ଅଛି ଚିରନ୍ତନ ଓ ଅମର ହୋଇ l
Loading comments…
Loading comments…