English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ତଫାତ୍
3 poems
ମୁଁ ସ୍ଥିର
Priyadarsini Das.PriYa❤️ · 1 min read · 351 reads
ସମସ୍ୟାର ଭୂକମ୍ପ ଅବିରତ ପ୍ରୟାସ କରିଛି ନୁଆଇଁବାକୁ ମୋ ମଥା ତଥାପି ପାରିନି ମୁଁ ଏବେ ବି ସେମିତି ସ୍ଥିର
Fantasy
ତଫାତ୍ ଏତିକି
Apalata Aruk · 1 min read · 215 reads
ତଫାତ୍ ଏତିକି ଆମରି ଭିତରେ ବୃୃକ୍ଷଟେ ମୁଁ ତୁୁମେ ମଣିଷ, ମୁଁ ଦେଉଥାଏ ଭରସା ତୁୁୁମକୁ ତୁୁୁମେ ଭାଙ୍ଗୁଥାଅ ବିଶ୍ୱାସ ।
Others
ବିଦାୟ ଏପ୍ରିଲ୍
Kalandi Rout · 1 min read · 160 reads
ମୁଖା ପିନ୍ଧି ଝୁଲୁଥାଏ ନିତି ଏଠି ଆମ୍ବ ପରି ମଣିଷ, ଝଡିବାର ଭୟ ତାକୁ ମାରୁଥାଏ ଖାଲି ସରିନି ଆୟୁଷ। ତଫାତ୍ ଏତିକି ପବନ ଅଧିକ ହେଲେ ଆମ୍ବ ଝଡିଯିବ, ନିଃଶ୍ୱାସର ପବନଟା କମିଗଲେ ମଣିଷ ମରିଯିବ।
Tragedy