by Kalandi Rout ✓ · 13 Jun 2021
ମୁଖା ପିନ୍ଧି ଝୁଲୁଥାଏ ନିତି ଏଠି ଆମ୍ବ ପରି ମଣିଷ, ଝଡିବାର ଭୟ ତାକୁ ମାରୁଥାଏ ଖାଲି ସରିନି ଆୟୁଷ। ତଫାତ୍ ଏତିକି ପବନ ଅଧିକ ହେଲେ ଆମ୍ବ ଝଡିଯିବ, ନିଃଶ୍ୱାସର ପବନଟା କମିଗଲେ ମଣିଷ ମରିଯିବ।
Loading comments…
Comments
Loading comments…