English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ତଫାତ
2 poems
ତଫାତ ଏତିକି
Chinmaya Kumar Nayak · 1 min read · 227 reads
ତୁମେ ବି ମୋତେ ଚାହୁଁଥିଲ, ମୁଁ ବି ଚାହୁଁଥିଲି ତୁମକୁ ତଫାତ ଏତିକି, ତୁମେ ଚାହୁଁଥିଲ ମୋତେ ନିଜର କରିବାକୁ ମୁଁ କିନ୍ତୁ ଚାହିଁଥିଲି ମିଶାଇ ଦେବାକୁ ଆମ ଦୁହିଁଙ୍କ ଅହଂତ୍ୱକୁ।
Romance
ତଫାତ
Sudhashree Bhattamisra · 1 min read · 173 reads
ଗଢିବାକୁ ଯାଇଥିଲି ଭାବନାର ତାଜମହଲକୁ ସେଠି ବି ପରିଭ୍ରମଣ କରିଥିଲି ମୋ ଭାବନାର ତାଜମହଲଟା ସାହାଜାହାନ ତାଜମହଲଠୁ ବି ଅହୁରି ଆକର୍ଷଣୀୟ
Others