by Chinmaya Kumar Nayak ✓ · 3 Dec 2020
ତୁମେ ବି ମୋତେ ଚାହୁଁଥିଲ, ମୁଁ ବି ଚାହୁଁଥିଲି ତୁମକୁ ତଫାତ ଏତିକି, ତୁମେ ଚାହୁଁଥିଲ ମୋତେ ନିଜର କରିବାକୁ ମୁଁ କିନ୍ତୁ ଚାହିଁଥିଲି ମିଶାଇ ଦେବାକୁ ଆମ ଦୁହିଁଙ୍କ ଅହଂତ୍ୱକୁ।
Loading comments…
Comments
Loading comments…