Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ତରୁଣୀ
29 poems
କସ୍ତୁରୀ
Rashmi Ranjan Moharana · 1 min read · 157 reads
କରୁଣା ର ରୂପ ସାଜି ମଧୁର ସ୍ଵରରେ ମୁହୂର୍ତ୍ତେ ମୁହୂର୍ତ୍ତେ ତା ଅଧର ଆଙ୍କିଛି,
Romance
ବିମୋହିତ
Manash ranjan Pattanayak · 1 min read · 84 reads
ନାନା ରକମର ଗୋଲାପ ସାଥୀରେ ମନ ଲୋଭା ସେ ତରୁଣୀ ରଚିବି ଶୃଙ୍ଗାର ଅତି ଆନନ୍ଦରେ ସାଜନ୍ତାକି ମୋର ରାଣୀ
Romance
କାନଭାସ ର ପ୍ରେମିକା
Saroj Kumar Jena · 1 min read · 200 reads
ନେବି ମୁଁ ତାହାକୁ ତୁମେ ଦିଅ ତାକୁ କୁହ ତାର କେତେ ମୂଲ ମନର ମାନସୀ ଜିଣି ନେଲା ହସି ଭାବ
Romance
ବାଆଷଠି ବୟସରେ
ZYOTSNA PATRAW · 1 min read · 128 reads
ହସର ଆଘାତରେ ଚହଲା ଆଖିଟା ମୋର ପଡିଗଲା ଦୁହିଁଙ୍କ ଉପରେ ଯେତେବେଳେ ଦୁହିଁଙ୍କର ଦୁଇ ଓଠ ନ ଥିଲେ କେହି କାହାଠାରୁ ଦୂରେ ।
Others
ଧର୍ଷିତା ଧରଣୀ
Pruthwi Pattanayak · 1 min read · 257 reads
ଚିରସବୁଜ ଅନୂଢ଼ା ତରୁଣୀ ଯୋଡ଼ା ଲହୁଲୁହାଣ କରୁଛି ଯା'ର ଉତ୍ତୀର୍ଣ୍ଣ ଯୌବନ ପୁଞ୍ଜିପତ୍ତିର ସ୍ୱାର୍ଥର କୋରଡ଼ା l
Others
ବୃଦ୍ଧା ଓ ତରୁଣୀ ପ୍ରତି ଧାରଣା
Niranjan Sahu · 1 min read · 117 reads
ଗାଡିର ସମସ୍ତେ ସୁନ୍ଦରୀ ତରୁଣୀ କୁ ପାଖରେ ବସିବାକୁ ଅଫର ଦେଲେ କିଏ କିଏ ନିଜର ସିଟ ବି ଛାଡିଦେଲେ ହଠାତ ସମସ୍ତଙ୍କ ନାରୀ ପ୍ରତି ଦୟା ମନଭାଵ ଆସିଗଲା ସେ ଦୟା ରେ ଯେ କେତେ ସ୍ୱାର୍ଥ ସମସ୍ତେ ଜାଣନ୍ତି ତେଣୁ ତରୁଣୀ ନା କାହା ପାଖରେ ବସିଲେ ,ନା କାହାର ସିଟ ଗ୍ରହଣ କଲେ ବନେଟ ପାଖରେ ଛିଡା ହୋଇ ରହିଲେ ବୁଢ଼ୀ ତରୁଣୀ କୁ କହିଲେ ଆଲୋ ମାଆ, ଆ ମୋ ପାଖରେ ବସିବୁ, ବନେଟ ଉପରେ କାରଣ କିଛି ବର୍ଷ ପରେ ତୋତେ ବି ଦିନେ ଏ ବନେଟ ରେ ହିଁ ବସିବାକୁ ପଡିବ
Others
Loading…
Next page →