ଗାଡିର ସମସ୍ତେ ସୁନ୍ଦରୀ ତରୁଣୀ କୁ ପାଖରେ ବସିବାକୁ ଅଫର ଦେଲେ କିଏ କିଏ ନିଜର ସିଟ ବି ଛାଡିଦେଲେ ହଠାତ ସମସ୍ତଙ୍କ ନାରୀ ପ୍ରତି ଦୟା ମନଭାଵ ଆସିଗଲା ସେ ଦୟା ରେ ଯେ କେତେ ସ୍ୱାର୍ଥ ସମସ୍ତେ ଜାଣନ୍ତି ତେଣୁ ତରୁଣୀ ନା କାହା ପାଖରେ ବସିଲେ ,ନା କାହାର ସିଟ ଗ୍ରହଣ କଲେ ବନେଟ ପାଖରେ ଛିଡା ହୋଇ ରହିଲେ ବୁଢ଼ୀ ତରୁଣୀ କୁ କହିଲେ ଆଲୋ ମାଆ, ଆ ମୋ ପାଖରେ ବସିବୁ, ବନେଟ ଉପରେ କାରଣ କିଛି ବର୍ଷ ପରେ ତୋତେ ବି ଦିନେ ଏ ବନେଟ ରେ ହିଁ ବସିବାକୁ ପଡିବ
Loading comments…