English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ତାରକବ୍ରହ୍ମ
60 poems
ମହାଶକ୍ତି
Nayak Akshaya raazhasti · 1 min read · 198 reads
ସୁବର୍ଣ୍ଣ ଦେହରେ ମାଗୋ କଳା ପାଟ ଶାଢ଼ୀ, ତୋ ପାଦ ଅଳତା ଦିଶେ ନବ ଚମ୍ପା କଢ଼ି l
Inspirational
ସେ ହିଁ ପ୍ରଥମ, ସେ ହିଁ ଶେଷ
Sri Akhand · 1 min read · 277 reads
ପରମ ପ୍ରଥମ ପ୍ରଭୁ ଜଗନ୍ନାଥ ସକଳ ସଂସାର ଆଦି ମଧ୍ୟ ଅନ୍ତ । ସ୍ୱୟଂ ପ୍ରକାଶିତ ନିତ୍ୟ ସନାତନ ଶ୍ରୀମନ୍ଦିର ଶୋଭା ପତିତପାବନ
Others
ପ୍ରଲୋଭନ
Sunanda Mohanty · 1 min read · 180 reads
ବୁଝି ଯାଉଛି କି ତାର ମାନେ ଅଭିଧାନ ପାଇ ଜଗନ୍ନାଥ ତ ନିଜେ ଅଭିଧାନ ନୀରବତା ଭିତରେ ଭକ୍ତର ଏକମାତ୍ର ପ୍ରଲୋଭନ ଓଁ ବ୍ରହ୍ମର ନିନାଦ ଆସ୍ଵାଦନ ଜି ଯିବାକୁ ଆଉ କିଛି ଦିନ ।
Thriller
ଗୁରୁଦେବ ଚିର ନମସ୍ୟ
Sadananda Sahoo · 1 min read · 7.3K reads
ହେ ଚିର ନମସ୍ୟ ସର୍ବପଲ୍ଲୀ ସୁତ ଭୂତପୂର୍ବ ଗୁରୁ ବ୍ରହ୍ମା ; ତଵ ଜନ୍ମ ଦିନ ଭାରତେ ବଦିତ ଗୁରୁ ପାଏ ପଦ ପୂଜା !!
Inspirational
ଅଭୟ ପୁର ମଣ୍ଡଳ
ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 6.8K reads
ଧର୍ମ ଯାର ବାମ କରେ ସେ କି କାହାକୁ ପଚାରେ ଉଦେଛନ୍ତି ଏତେବେଳେ ବାନା କି ହେବ ବିଫଳ ।। ସେବା ଯାର ନଖ କୋଣ ଭକ୍ତ ହେବ କେଉଁ ଜନ
Classics
କୋଇଲି ମାଳିକା
Prafulla Chandra Mishra · 1 min read · 7.5K reads
ସେହି କଳା ଦିଅଁ ପଦେ କବି ଶ୍ରୀ ପ୍ରଫୁଲ୍ଲ ବନ୍ଦେ ଦୟାକରି ସ୍ଵାମୀ ଥରେ ଦିଅନ୍ତୁ ଆଶ୍ରୟ ଲୋ କୋଇଲି ନୀଳଗିରି ଶିଖେ କଳା ଦିଅଁ ।।
Others
Loading…
Next page →