Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ତୈଳ
7 poems
ଦେବୀ
ବଂଶୀଧର ମାଝୀ · 1 min read · 6.9K reads
ଗୋଟିଏ ଅର୍ଦ୍ଦଳି କରୁଛି... ଦୀପଶିଖା ଲିଭିବା ଆଗରୁ ଅଂତତଃ ଥରୁଟିଏ ଦର୍ଶନ ଦେବ... ମାତ୍ର ଥରୁଟିଏ ଦର୍ଶନ !!
Others
ଅଣସର ଘରେ ଜଗା
BISWESWAR MAJHI · 1 min read · 175 reads
ପ୍ରସାଦ ସେବନ ତନ୍ତ୍ରମନ୍ତ୍ର ଗାନ ଛାଡି କେ ଦେବତା ଅଛି ମର୍ତ୍ତ୍ୟ ବଇକୁଣ୍ଠେ ମଂଚ ଲୀଳା କରେ ଜଗନ୍ନାଥ ଭକ୍ତି ବାଛି । ଅନବସରର ବିଚିତ୍ର ବିଧାନ ବିଶ୍ୱରେ ବିରଳ ସେବା ବିଶ୍ୱାବସୁ ବିଦ୍ୟାପତି ବଂଶଧର ଅଧିକାର ଗୁପ୍ତ ସେବା ।
Others
ବେଶ !ବଦଳୁଥିବା ପରିଚୟ
Ram Prasad Bisoi · 1 min read · 1.1K reads
ସେଇ ଅଳନ୍ଧୁ ଲଗା ତେଲ ଚିକଣିଆ ଛୋଟିଆ ରୁମ ଭିତରକୁ ,
Abstract
ପେଟୁଲୁ ଡିଜଲ
Santanu Bisoi · 1 min read · 7 reads
ତେଲିଆ ମନ୍ତୀରି ପେଟୁଲୁ ଡିଜଲ ଦରଟା ବଢ଼େଇ ଦେଇ।। ନିର୍ଲଜ ବିରୋଧୀ ଜଳକା ପରାୟ ମାଟୁ ମାଟୁ ଥେଲେ ଚାହିଁ, ଅଘୋଷିତ ମେଣ୍ଟ ସରକାର ପରା ସେ ଲାଗି ବିରୋଧ ନାହିଁ।।
Comedy
ଆୟୁଷ
JITENDRA CHANDRA SAHOO · 1 min read · 172 reads
କାଳେ ଏ ଚେହେରା ପଡ଼ିଯିବ ଫିକା ଆଇନାରେ ମନ ଦେଖୁଛି ତୋତେ ।। ଇସ୍ତ୍ରୀ ଦିଆ ନିତି ପିନ୍ଧୁଛି ବସନ
Classics
ବାପା
RAJESH MOHAPATRA · 1 min read · 179 reads
ବାପା ଥିଲେ ଅନ୍ଧାରରେ ଆଲୁଅର ଉତ୍ସ ଧକ ଧକ ଜଳୁଥିଲେ ସତେକି ତୈଳର ପ୍ରଦୀପ
Tragedy
Loading…
Next page →