by BISWESWAR MAJHI ✓ · 8 Jul 2019
ପ୍ରସାଦ ସେବନ ତନ୍ତ୍ରମନ୍ତ୍ର ଗାନ ଛାଡି କେ ଦେବତା ଅଛି ମର୍ତ୍ତ୍ୟ ବଇକୁଣ୍ଠେ ମଂଚ ଲୀଳା କରେ ଜଗନ୍ନାଥ ଭକ୍ତି ବାଛି । ଅନବସରର ବିଚିତ୍ର ବିଧାନ ବିଶ୍ୱରେ ବିରଳ ସେବା ବିଶ୍ୱାବସୁ ବିଦ୍ୟାପତି ବଂଶଧର ଅଧିକାର ଗୁପ୍ତ ସେବା ।
Loading comments…
Loading comments…