English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଥୁଣ୍ଟାଗଛ
275 poems
ବରଗଛର ଆତ୍ମ କାହାଣୀ
Sanjukta Padhi · 1 min read · 212 reads
ଯେତେ ଛିଞ୍ଚାଡିଲେ ଲୁଣ ମୋ କଟା ଘାରେ ବାଜେ ନାହିଁ ମୁଁ ବାଜ ପକ୍ଷୀ ନୁହେଁ ଉଡି ପାରେନି ଡେଣା ନାହିଁ
Classics
ଥୁଣ୍ଟା
Debabrata Jena · 1 min read · 1.7K reads
ଜୀବନ ଯାକ ଜାଳେଣି ,ଅମ୍ଳଜାନ ,ଫଳମୂଳ ସବୁକିଛି ଦେଇଖୁସିରେ ଯୌବନକୁ ଉପଭୋଗ କରୁଥିଲା ଆଉ ଆଜି ...ସେ ଭାରାକ୍ରାନ୍ତ
Others
ଏଇତ ସଂସାର
padmaja pati · 1 min read · 96 reads
ଶେଷ ମୁଣ୍ଡରେ ତା' ପହଁଚିଲା ପରେ କେବେ ମିଳେ ଟିକେ ଛାଇ ଡାକେ ହାତ ଠାରି ଆସ ମୋ ପାଖକୁ ସବୁ ଲୁହ ଯିବି ପିଇ l
Abstract
ବାପା
Rinku Meher · 1 min read · 325 reads
କିନ୍ତୁ, ଆଜି ଆଉ ନାହିଁ ସେ ସୁଯୋଗ ଦୌଡ଼ି ଯାଇ ଡାକିବାକୁ 'ବାପା' ପାଦ ଛୁଇଁ ପାଇବାକୁ ମୋକ୍ଷ, କରିବାକୁ ରାଗ-ରୁଷା ,ମିଛ ଅଭିନୟ ।
Others
ଥୁଣ୍ଟାଗଛ
Sunanda Mohanty · 1 min read · 162 reads
ଏତିକି ପାର୍ଥକ୍ୟ ଗଛ ଥୁଣ୍ଟା ହୋଇ ପୁଣି ଜୀଇଁଯାଏ ମଣିଷ ଥୁଣ୍ଟା ହେଲେ ମଶାଣୀ ଅବା ସ୍ୱର୍ଗଦ୍ୱାର ଯାଏ
Others
ଥୁଣ୍ଟା ଗଛ
Sasmita Das · 1 min read · 170 reads
ସମୟର ସାୟହ୍ନରେ ବଦଳି ଯାଇଛୁ ତୁ ଅଦରକାରୀ ଅଲୋଡ଼ା ଥୁଣ୍ଟା ଗଛଟିଏ l ମୁଁ ବି ଜୀବନ ତମାମ ସବୁ କିଛି ସମର୍ପି ଆଜି ଅଦରକାରୀ ଅଲୋଡ଼ା ଥୁଣ୍ଟା ମଣିଷଟିଏ l
Tragedy
Loading…
Next page →