by Sasmita Das ✓ · 12 Dec 2020
ସମୟର ସାୟହ୍ନରେ ବଦଳି ଯାଇଛୁ ତୁ ଅଦରକାରୀ ଅଲୋଡ଼ା ଥୁଣ୍ଟା ଗଛଟିଏ l ମୁଁ ବି ଜୀବନ ତମାମ ସବୁ କିଛି ସମର୍ପି ଆଜି ଅଦରକାରୀ ଅଲୋଡ଼ା ଥୁଣ୍ଟା ମଣିଷଟିଏ l
Loading comments…
Comments
Loading comments…