English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଥୁଣ୍ଟାମଣିଷ
1257 poems
ଥୁଣ୍ଟା ଗଛ
Sasmita Das · 1 min read · 170 reads
ସମୟର ସାୟହ୍ନରେ ବଦଳି ଯାଇଛୁ ତୁ ଅଦରକାରୀ ଅଲୋଡ଼ା ଥୁଣ୍ଟା ଗଛଟିଏ l ମୁଁ ବି ଜୀବନ ତମାମ ସବୁ କିଛି ସମର୍ପି ଆଜି ଅଦରକାରୀ ଅଲୋଡ଼ା ଥୁଣ୍ଟା ମଣିଷଟିଏ l
Tragedy
ସବୁ ସହେ ବୋଲି
କୋମଲକ୍ରିଷ୍ଣା ଅଶୋକ · 1 min read · 105 reads
ଏମିତି କହିଦେବି ବୋଲି ଖାଲି ଭାବେ ! କିନ୍ତୁ ମୁ ଅସହାୟ ମଣିଷ ଟେ ବୋଲି ନିରବରେ ଆକାଶ କୁ ଚାହିଁ....
Inspirational
ବରଗଛର ଆତ୍ମ କାହାଣୀ
Sanjukta Padhi · 1 min read · 212 reads
ଯେତେ ଛିଞ୍ଚାଡିଲେ ଲୁଣ ମୋ କଟା ଘାରେ ବାଜେ ନାହିଁ ମୁଁ ବାଜ ପକ୍ଷୀ ନୁହେଁ ଉଡି ପାରେନି ଡେଣା ନାହିଁ
Classics
ବିରହ ବେଦନା
Prasant Kumar Nath · 5 min read · 6.6K reads
"କିଏ ଜାଣିଥିଲା ପ୍ରେମଟା ଏମିତି ମନକୁ ଛୁଇଁଲା ପରେ ଜାଳିଦେଵ ପୁଣି ସେହି ମନଟା କୁ ବିରହର ଦହନରେ ।"
Tragedy
ତୁମେ ଗଲାପରେ
shibaram dalai · 1 min read · 213 reads
ଜୀବନ ଆଷାଢେ ବର୍ଷି ନାହିଁ ବର୍ଷା ମରୁଡ଼ି ତ ଚିରନ୍ତନ । ଥୁଣ୍ଟା ଗଛଟେ ମୁଁ ଚାହିଁ ରହିଅଛି ହେବି କେବେ ପରିପୂର୍ଣ୍ଣ ।
Others
ଥୁଣ୍ଟାଗଛ
Amita Dash · 1 min read · 236 reads
ମୁଁ ବି ବହୁତ ଦିନରୁ ଭୋକ ,ଶୋଷରେ ଆଉଟଣ। ଯାହାକୁ ଡାକିଲେ ବି କାଲାର ଅଭିନୟ।
Tragedy
Loading…
Next page →