କବିମାନଙ୍କୁ ରିଜର୍ଭେସନ୍ ଦରକାର
କବିମାନଙ୍କୁ ରିଜର୍ଭେସନ୍ ଦରକାରRajesh Kumar Jain · 2 min read · 6.7K readsମୁଁ ପଚାରିଲି ଶ୍ରୀମାନ୍-ଙ୍କୁ ନାମ
କହିଲେ - ରବି
କାମ - କବି ।
ଫୁଲ୍-ଟାଇମ୍ ନା ପାର୍ଟ-ଟାଇମ୍
କହିଲେ - ପୂରାପୂରି
ପାଉଛନ୍ତି କ’ଣ ?
ମାନପତ୍ର ଆଉ କରତାଳି
ଖାଉଛନ୍ତି କ’ଣ ?
ଘରେ ଗାଳି ।Comedy