Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଦାଢ଼ି
5 poems
ଦାଢ଼ି
Debabrata Jena · 1 min read · 6.5K reads
ମୋ ଦାଢ଼ିକୁ ଦେଖିକି ଘରଣୀ କହନ୍ତି "ତୁମେ କେଉଁ ବାବାଜିର ଚେଲା "? ଦାଢ଼ି ଗୁମର ଆଉ ଖୋଲିବାନି ନୋହିଲେ କହିଵେ କହିଲା ।।
Others
ମଣିଷ
Nrusingha Narayan Triphathy · 1 min read · 201 reads
ଚିନ୍ତା କରୁ କରୁ ବ୍ୟକ୍ତିର ନିଶ ଦାଢ଼ି ତା ପାଚେ ଶରୀର ଅବଶ ହୁଅଇ ବେଗେ ପୌଢତା ଆସେ
Inspirational
ବଡ଼ ହେଲା ପରେ
Satyabati Swain · 1 min read · 273 reads
ବାପାଙ୍କ ପରି ବାଇକ ଚଳାଇ ପାରିବି ଷାଠିଏରୁ ଦ୍ରୁତ ସ୍ପିଡ଼ରେ ଗଛ ମାନେ ମୋ ସାଙ୍ଗେ ପ୍ରତିଯୋଗିତା କରିବେ ମୁହଁ ସାରା ଫେଣ ଭର୍ତ୍ତି କରି ବାପାଙ୍କ ପରି ଦାଢ଼ି ଓଳେଇବି ।
Tragedy
ମୁଁ କାଳେ ଅଧା ପକ୍ୱ : ଭାଗ ୧
Kali Kumar · 2 min read · 167 reads
ଭେକ ଥିଲେ ସିନା ମିଳଇ ଭିକ ଏମିତି ଢଙ୍ଗରେ ଲାଗୁଛୁ ବଡ଼ ଅସ୍ଵାଭାବିକ ! ଗଲୁ ବାବା ! ଗଲୁ ! କେଶ ନ ହେଉ ପଛକେ, ସେ ନିଶ ଦାଢ଼ି କାଟିକି ଆଇଲୁ ।।
Comedy
ମୁଁ କାଳେ ଅଧା ପକ୍ୱ: ଭାଗ ୨
Kali Kumar · 2 min read · 239 reads
ଏଇ ଯୋଡ଼ାଯୋଡ଼ି କାମ କରୁଅଛ ବୋଲି କଣ ନାଁ ରେ ବି ଯୋଡ଼ାଯୋଡି, ଫେଡ଼ାଫେଡ଼ି କରିବ, ତୁମେ ଚୁପ୍ ରୁହ ଯାହା ପଚାରିବାର ଅଛି ମୁଁ ପଚାରିବି, ଏବେ ମୋତେ ସୁଯୋଗ ଦିଅ !
Others